ବାଲିଗୁଡ଼ା ସହର ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁସ l
1.
ବାଲିଗୁଡା ୧୭/୭ (ଷ୍ଟାରନିୟୁଜ ଓଡିଶା) ଏଫ ଏମ କଲେଜ ଛାତ୍ରୀ ସୌମ୍ୟା ଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ କରାଯାଉ l ବିଜେପି ସରକାର ବିରୁଦ୍ଧରେ ଓଡ଼ିଶା ବନ୍ଦ କରି ଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳ କନ୍ଧମାଳ ଜିଲ୍ଲା ର ବାର ଗୋଟି ବ୍ଲକ ରେ ବନ୍ଦ ପାଳନ କୁ ସମର୍ଥନ କରି ଛନ୍ତି l ରାସ୍ତା ଘାଟ ସମ୍ପୂର୍ଣ୍ଣ ନିରଳା ହୋଇଥିବା ବେଳେ ଅଖ ଚକ ଓ ଗାଡ଼ି ଚଳା ଚଳ ବନ୍ଦ ରହିଛି l ସୌମ୍ୟ ଙ୍କ ଅମର ଆତ୍ମା ପାଇଁ ସାରା ଓଡ଼ିଶା ଆଜି ଶୋକ ସଭା ସହିତ ସୌମ୍ୟ ଉପରେ ଘଟିଥିବା ଅ ନିୟ ସରକାରୀ ଙ୍କୁ ଦାୟୀ କରିଛନ୍ତି ବାଲିଗୁଡ଼ା ସହରର ସହର ବାସି l ଛ ମାସ ଧରି ନିୟ ପାଇବା ପାଇଁ ଡହଳ ବିକଳ ହେଲେସୁଦ୍ଧା ନିୟ ମିଳିନଥିବା ଦେଖିବାକୁ ମିଳିଛି l ନିୟ ନ ମିଳିବାରୁ ଆତ୍ମା ହତ୍ୟା କରିଥିବା ନେଇ ଆଜି ସାରା ରାଜ୍ୟରେ ଗାଡ଼ି ଚଳା ଚଳ ବନ୍ଦ ଆତଙ୍କ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳୁଛି l ଭାରତୀୟ କଂଗ୍ରେସ ପାର୍ଟି ନାରା ଥିଲା ଶିକ୍ଷା ମନ୍ତ୍ରୀ ଇସ୍ତପା ଦିଅନ୍ତୁ l ଏବଂ ମୁଖ୍ୟ ମନ୍ତ୍ରୀ ଯେବେ ନିୟ ଦେଇ ପାରିଲେନି ତେଣୁ ହଟି ଯାଉ l ଓ ମା ଭଉଣୀ ମାନେ ନିରଭୟରେ ବୁଲି ପାରିବେ ବ୍ୟବସାୟୀ ହଉ କାମ କାର୍ଯ୍ୟ ହଉ ପାଠ ପଢ଼ା ସବୁଥିରେ ନିର୍ଭୟରେ ବଢ଼ି ପାରିବେ ଏହା ଥିଲା ଅଭିଯୋଗ ବୋଲି କହିଛନ୍ତି ବାଲିଗୁଡ଼ା କଂଗ୍ରେସ ଦଳ l
ବାଲିଗୁଡ଼ା ସହର ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁସ l
What's Your Reaction?






