ଦଶରଥପୁର: ନିଲମ୍ବିତ ହେଲେ ଗ୍ରାମନନ୍ଦିପୁର ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାନ୍ତି !

ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାନ୍ତି ନିଲମ୍ବିତ ।

Feb 21, 2025 - 23:16
0 426
ଦଶରଥପୁର: ନିଲମ୍ବିତ ହେଲେ ଗ୍ରାମନନ୍ଦିପୁର ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାନ୍ତି !

ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାନ୍ତି ନିଲମ୍ବିତ । ସ୍ୱାମୀ ପ୍ରଦୀପ ମହାନ୍ତି ଓରଫ ନାରଣ ମହାନ୍ତିଙ୍କ ବେକ୍ତିଗତ ଜମା ଖାତାକୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ରା ଅର୍ଥ ୧୧.ଲକ୍ଷ ୭୨ ହଜାର 500 ଟଙ୍କା ଭିନ୍ନ ଭିନ୍ନ ୬ ଗୋଟି ଚେକ ଲଗାଇ ବିନା କାର୍ଯ୍ୟରେ ଜାଲିଆତି କରି ହାତେଇ ନେଇଥିବା ଅଭିଯୋଗ ପାରେ ପ୍ରଶାସନ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କ ବିରୋଧରେ ମଧ୍ୟ ଆଗରୁ ବାର୍ଦ୍ଧକ୍ୟ ଭତା ଏବଂ ଆବାସ ବଣ୍ଟନରେ ବ୍ୟାପକ ଅନିୟମିତତା ରେ ଛନ୍ଦି ହୋଇଥିଲେ ଶ୍ରୀମତୀ ସଂଯୁକ୍ତା । ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରି କରି ତାଙ୍କୁ ସରପଞ୍ଚ ପଦରୁ ବହିସ୍କୃତ କରିଛନ୍ତି ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User