କଳାହାଣ୍ଡି ମାଟି ପାଇଁ ଗର୍ବ ଏବଂ ଗୌରବ

Aug 6, 2025 - 21:26
 0  10
କଳାହାଣ୍ଡି ମାଟି ପାଇଁ ଗର୍ବ ଏବଂ ଗୌରବ


କେସିଙ୍ଗା ତା. ୬/୮( ଷ୍ଟାର ନିୟୁଜ ଓଡିଶା)କଳାହାଣ୍ଡି ଜ଼ିଲ୍ଲା  କେସିଙ୍ଗା ବ୍ଲକ୍‌ ର ନାସିଗାଁ ନିବାସୀ ତଥା ଭୁବନେଶ୍ୱର କିସ୍ ଶିକ୍ଷାନୁଷ୍ଠାନ ର ଯୁକ୍ତ ତିନ ଛାତ୍ରୀ ରିତୁ ମାଝି ଭାରତୀୟ ରଗବି ଦଳରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଏସିଆର ରଗବି ଏମିରେଟ୍ସ ୟୁ୨୦ ରଗବି ୭ଏସ୍ ଚ୍ୟାମ୍ପିଅନଶିପ୍ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି I ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ସୂବେଚ୍ଛା I

What's Your Reaction?

like

dislike

love

funny

angry

sad

wow