Grievance Redressal
Popular Posts
Follow Us
Recommended Posts
Popular Tags
- BY PASS ROAD
- girls school
- annual result
- education
- କଳାହାଣ୍ଡି ଜିଲ୍ଲା ତା. ୧୬/୭(ଷ୍ଟାରନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ତରଫରୁ ଓ ବି ଏମ୍ ଜେଡ୍ ଜର୍ମାନ ଚାଇଲଡ୍ ଫଣ୍ଡ ଙ୍କ ସହାୟତାରେ ପ୍ରଭାବଶାଳୀ ଶିକ୍ଷାଦାନ ଏବଂ ଶିକ୍ଷଣ ପଦ୍ଧତି ଉପରେ ଶିକ୍ଷକମାନଙ୍କ ପାଇଁ ତାରିଖ
- ଶିକ୍ଷଣ ପରିବେଶ
- ଗୁନାମତ୍କ ଶିକ୍ଷା
- ପ୍ରବାଭଶାଳୀ ଶିକ୍ଷା
- ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଓ ବ୍ୟବହାର
- ଦକ୍ଷ ବିଦ୍ୟାଳୟ ପରିଚାଳନା
- ସାକ୍ଷରତା ଏଵଂ ସାଂକ୍ଷିକ ଉପରେ ଆଲୋଚନା ଓ ପ୍ରସ୍ତୁତି ନୂତନ ଶିକ୍ଷା ନିତି ୨୦୨୫ ଓ ଦଳଗତ ଆଲୋଚନା ଉପରେ ବିଶଦ ଭାବରେ ପ୍ରଶିକ୍ଷଣ ଦେବେ। ଆର୍ ସି ଡ଼ି ସି କାର୍ଯ୍ୟ କରୁଥିବା ଗ୍ରାମରୁ ୩୦ ଜଣ ଶିକ୍ଷକ ଅଂଶ ଗ୍ରହଣ କରିଛନ୍ତି। ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଂଜୀବ କୁମାର ନାଏକ
- ସଞ୍ଜୟ କୁମାର ଅଘରିଆ ଓ ଶିଶୁ ଶିକ୍ଷା ସାଥୀ ବିଦ୍ୟୁତ୍ ପ୍ରଭା ଚଲାନ ସହଯୋଗ କରୁଛନ୍ତି। କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା