ବିରୋଧୀଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ଠାରେ ଓଡିଶା ବନ୍ଧ ପାଳନ

Jul 17, 2025 - 16:02
Updated: 1 year ago
0 99
ବିରୋଧୀଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ଠାରେ ଓଡିଶା ବନ୍ଧ ପାଳନ

ତୁମୁଡିବନ୍ଧ ୧୭/୭(ଷ୍ଟାରନିୟୁଜ ଓଡିଶା)ଓଡ଼ିଶାରେ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ଭାବରେ ତୁମୁଡିବନ୍ଧ ଅଞ୍ଚଳବାସୀ ସମର୍ଥନ କରି ବନ୍ଦ ପାଳନ କରିଛନ୍ତି ବାଲେଶ୍ୱର ର ଫକୀରମୋହନ ଶୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଅଧ୍ୟପକ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ କଂଗ୍ରେସ ପକ୍ଷ ରୁ ଗୁରୁବାର ଦିନ ବନ୍ଦ ଡାକରା ଦିଆ ଯାଇଛି, ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜଓ ଦୋକାନବଜାର ଏବଂ ପ୍ରତେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଧ ପାଳନ କରିଛନ୍ତି ତହସହିତ ତୁମୁଡିବନ୍ଧ ଆମ୍ବେଦକର ଛକ ଠାରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଧ ଅଛି,କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରେ ଏହା ର ପ୍ରଭାବ ଦେଖିବାକୁ ମିଳିଛି,ବିଦ୍ୟାଳୟ ଠୁ ଆରମ୍ଭ କରି କଲେଜ ଓ ଦୋକାନ ବଜାର ଏବଂ ପ୍ରତ୍ୟେକ ସରକାରୀ କାଯ୍ୟଳୟ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ପାଳନ କରିଛନ୍ତି ତାହା ସହିତ ତୁମୁଡି଼ବନ୍ଧ ଆମ୍ବେଦକର ଛକ ଠାରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ପାଳନ କରିଛନ୍ତି
ତୁମୁଡିବନ୍ଧ ରୁ ଶୀତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଠ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User