୨୦୨୬ ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଛା ବାର୍ତ୍ତା।

Dec 31, 2025 - 18:45
Dec 31, 2025 - 19:23
 0  39
୨୦୨୬ ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଛା ବାର୍ତ୍ତା।

ନମସ୍କାର ମୁଁ ଶ୍ରୀ ଗୋଲକ ବିହାରୀ କହଁର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି।କନ୍ଧମାଳ ଜିଲ୍ଲାବାସୀ ତଥା ଫୁଲବାଣୀ ବ୍ଲକ ସଦର ମହକୁମାର ସମସ୍ତ ଜନସାଧାରଣଙ୍କୁ ନୂତନ ବର୍ଷ ୨୦୨୬ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ କି, ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନ ରେ ନୁଆଁ ସ୍ବପ୍ନ, ନୁଆଁ ଆଶା ଓ ନୁଆଁ ଦିଶା ନେଇକି ଆସୁ ଓ ଆପଣଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେଉ।

      ଜୟ ଜଗନ୍ନାଥ

What's Your Reaction?

like

dislike

love

funny

angry

sad

wow

SUJAYA EDITOR