ଗଛ ଟିଏ ପିଲା ଟିଏ.ଗଛ ଆମର ସାଥି l

Aug 4, 2025 - 22:03
 0  81
ଗଛ ଟିଏ ପିଲା ଟିଏ.ଗଛ ଆମର ସାଥି l

କନ୍ଧମାଳ : ତା. ୪/୮(ଷ୍ଟାର ନିୟୁଜ ଓଡିଶା )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚେୟତ ଅନ୍ତର୍ଗତ ବରିକିଆ ବାଉଲିମାହା ଗ୍ରାମରେ ଗଛ ଲଗେଇବା ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି l ଦୁର୍ଗମ ଅଞ୍ଚଳ ବରିକିଆ ଏବଂ ବାଉଲି ମାହାରେ ପ୍ରଧାନମନ୍ତ୍ରୀ ଜସ୍ୱସି ଦାମଦର ନରେନ୍ଦ୍ର ମୋଦିକହିଥିବା  ମା କେ ଲିୟେ ଏକ ପେଡ଼.ତାହା ଆଜି ବରିକିଆ ବାଉଲିମାହା ଗ୍ରାମ ବାସି ବେଶ ବୁଝି ଛନ୍ତି l ଗଛ ଲଗେଇବା ନିମନ୍ତେ ଗ୍ରାମ ବାସି ଡହଳ ବିକଳ ହେଲା ବେଳ ଶାନ୍ତି ମୈତ୍ରୀ ଅନୁଷ୍ଠାନ ଆଜି ଗ୍ରାମ ବାସୀଙ୍କୁ ଯୋଗେଇ ଦେଇଛି ଗଛ l ଶାନ୍ତି ମୈତ୍ରୀ ଅନୁଷ୍ଠାନ ସାହାଯ୍ୟରେ ଗଛ ଲଗେଇବାରେ ସଫଳ ହେଇଛନ୍ତିଅନେକ ପଞ୍ଚଇୟତ l ବାଲିଗୁଡ଼ା ବ୍ଲକ ରେ ଗ୍ରାମ ବାସି l କାର୍ଯ୍ୟ କର୍ତ୍ତା ଭାବେ କାର୍ଯ୍ୟ କରି ଲୋକମାନଙ୍କୁ  ସଚେତନତା କରିଛନ୍ତି ଆଶିଷ ଶାସମଲ ଏବଂ ଆନ୍ଦ୍ରିୟ ଦିଗାଲ  l ଏମିତି ବାଲିଗୁଡ଼ା ବ୍ଲକ ର ବିଭିନ୍ନ ପଞ୍ଚେୟତ ରେ ଏବଂ ୱାର୍ଡ ରେ ପୁଣି  ଅନେକ ଜାଗାରେ ଏହିଭଳି କାର୍ଯ୍ୟ ଜାରି ରଖିଛନ୍ତି.ଆଶିଷ ଶାସମଲ ଏବଂ ଆନ୍ଦ୍ରିୟ ଦିଗାଲ l

ବରିକିଆ ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow