ଏମ୍ ବିକେ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦ ଦିନିଆ କମ୍ପ୍ୟୁଟର ତାଲିମ

Feb 5, 2026 - 23:59
 0  36
ଏମ୍ ବିକେ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୨୦ ଦିନିଆ କମ୍ପ୍ୟୁଟର ତାଲିମ

 କଳାହାଣ୍ଡି: ଜିଲ୍ଲା,୦୬/୦୨( ଷ୍ଟାର ନିୟୁଜ ଓଡିଶା )ମ.ରାମପୁର ରେ  ରହିଥିବା ଓଡ଼ିଶା ସରକାର ଙ୍କ ଦ୍ଵାରା ସ୍ଵୀୃକୃତିପ୍ରାପ୍ତ ବିକାଶ କମ୍ପ୍ୟୁଟର ଏକାଡେମୀ ଠାରେ ୨୦ ଦିନିଆ କମ୍ପ୍ୟୁଟର ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ମିଶନ ଶକ୍ତି ର ଏମ୍ ବିକେ ମାନଙ୍କୁ ଦିଆଯାଉଛି । ଏହି ତାଲିମ ମ ରାମପୁର ବ୍ଲକ ମିଶନ ଶକ୍ତି ର ୧୯ ଜଣ ଏମ୍ ବୀକେ ମାନଙ୍କୁ ପ୍ରଦାନ କରାଯାଉଛି । ଓଡ଼ିଶା ସରକାର ଙ୍କ ଦ୍ଵାରା ମିଶନ ଶକ୍ତି ମହିଳା ଙ୍କୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଦ୍ବାରା ମାଗଣା ରେ ଏହି ତାଲିମ ଦିଆଯାଉଥିବା କହିଛନ୍ତି  BLC  କଡୀନେଟର ବିକାଶ ରଞ୍ଜନ ମହାରଣା । ଏହି ତାଲିମ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ମହାରଣା ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR