ପ୍ରେମିଯୁଗଲ ଙ୍କ ଝୁଲନ୍ତା ମ୍ରୁତଦେହ ଠାବ।

Apr 26, 2025 - 21:25
 0  24
ପ୍ରେମିଯୁଗଲ ଙ୍କ ଝୁଲନ୍ତା ମ୍ରୁତଦେହ ଠାବ।

ଭବାନୀପାଟଣା,୨୬l୪ (ଷ୍ଟାରନିଉଜ ଓଡିଶା ) : ପ୍ରେମୀଯୁଗଳ ଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ଆମପାଣି ପୋଲିସ । |ମୃତ ଦୁଇ ଜଣ ହେଲେ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଦିଲ୍ଲୀପ ମୁଣ୍ଡ ଙ୍କ ପୁଅ ନିତେଶ ମୁଣ୍ଡ ଓ ଗୌମତୀ ସରାବୁବୋଲି ଜଣା ପଡିଛି |ଉଭୟେ ରାତି 2 ଟା ରୁ ନିଖୋଜ ଥିଲେ |ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ଯ କୌଣସି ସନ୍ଧାନ ମିଳି ପାରି ନ ଥିଲା ଆଜି ସକାଳୁ ଦୁଇ ଜଣ ଙ୍କ ଝୁଲନ୍ତା ମୃତ ଦେହ ଶୌଚ ଯିବା ଲୋକେ ଦେଖି ଲୋକେ ଦେଖିଥିଲେ | ଘଟଣା ସମ୍ପର୍କ ରେ ଆମପାଣି ପୋଲିସ କୁ ଖବର ଦେବା ପରେ ପୋଲିସ ପହଂଚି ମୃତ ଦେହ ଜବତ କରିଛି|ଏହା କୋକସରା ଅଞ୍ଚଳରେ ଚର୍ଚା ର ବିଷୟ ପାଲଟିଛି |

କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow