ଜମି ବାଡ଼ି ବିବାଦ : ବଡ଼ ଭାଇର ଫାଉଡା ଚୋଟରେ ସାନ ଭାଇର ମୃତ୍ୟୁ

Aug 2, 2025 - 15:46
 0  12
ଜମି ବାଡ଼ି ବିବାଦ : ବଡ଼ ଭାଇର ଫାଉଡା ଚୋଟରେ ସାନ ଭାଇର ମୃତ୍ୟୁ

ନାଗଡ଼ ତା. ୨/୮( ଷ୍ଟାର ନିୟୁଜ ଓଡିଶା):କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜଙ୍କ ଜୀବନ ଯାଇଛି।
ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ସାଇଣ୍ଟିଫିକ ସହ ଆସି ତଦନ୍ତ କରୁଛି।ସେହିପରି ଅଭିଯୁକ୍ତ ବଡ଼ ଭାଇକୁ ପୋଲିସ  ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି।

What's Your Reaction?

like

dislike

love

funny

angry

sad

wow