ଗୋପାଳ ନାଏକ ବଞ୍ଜରା ସମାଜ ପାଇଁ ଗୌରବ ଭୁବନେଶ୍ୱର ଠାରେ ଆୟୋଜିତ ୨୦୨୬ ଆଦିବାସୀ ମେଳାରେ ହୋଇଲେ ସମ୍ମାନିତ

Jan 28, 2026 - 05:38
0 11
ଗୋପାଳ ନାଏକ ବଞ୍ଜରା ସମାଜ ପାଇଁ ଗୌରବ  ଭୁବନେଶ୍ୱର ଠାରେ ଆୟୋଜିତ ୨୦୨୬ ଆଦିବାସୀ ମେଳାରେ ହୋଇଲେ ସମ୍ମାନିତ

କଳାହାଣ୍ଡି ୨୭/୧( ଷ୍ଟାର ନିୟୁଜ ଓଡିଶା) ଭବାନୀପାଟଣା ଭୁବନେଶ୍ଵର ଠାରେ ଆୟୋଜିତ ୨୦୨୬ ଆଦିବାସୀ ମେଳାରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକ୍ ଅନ୍ତର୍ଗତ ମସକାଦାଣ୍ଡି ଗ୍ରାମ ର ଯୁବକ ଗୋପାଳ ନାଏକ ପିତା କୃଷ୍ଣଚନ୍ଦ୍ର

ନାଏକ ତାଙ୍କର ସୋସିୟାଲ କାର୍ଯ୍ୟକଳାପ ଓ ବଞ୍ଜରା ପରମ୍ପରା ର ଆଦର୍ଶ କାର୍ଯ୍ୟ କଳାପ ଓ ବଞ୍ଜରା ସେବାପାଇଁ ସେବା ଆଗରେ ରହି କାର୍ଯ୍ୟକରିଥାନ୍ତି ଏଣୁ ଜିଲ୍ଲାପାଳ କାଳାହାଣ୍ଡିଙ୍କ ରୋକଡ଼ମେଣ୍ଟ କରାଯାଇଥିଲା ଯାହା SSD ଡିପାର୍ଟମେଣ୍ଟ ଓ ATLCଭୂବନେଶ୍ଵର ଦ୍ୱାରା ମୋନୋନୀତ ହୋଇଥିଲେ।ଏବଂ ଆଦିବାସୀ ମେଳାର ଉଦ୍ଯାପନୀ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀ ମୋହନ ଚ଼ରଣ ମାଝୀଙ୍କ କରକମଳରୁ ପୁରସ୍କୃତ ହୋଇଥିଲେ। ଏ ଖବର ଗ୍ରାମ ରେ ପହଞ୍ଚିବା କ୍ଷଣି ଖୁସିର ଳହରି ଖେଳିଯାଇଥିଲା ବିଶେଷକରି ବଞ୍ଜାରା ଜାତିର ଆଦିବାସୀ  ଏଥି ସହିତ ତାଙ୍କ ବହୁ ଶୁଭେଛୁମାନଙ୍କଠାରୁ ବହୁ ଚର୍ଚିତ ହୋଇ ଆସୁଛି। ସେ ଏ ଅଞ୍ଚଳ ପାଇଁ ତଥା ଯୁବ ପଢ଼ି ପାଇଁ ଉଦାହରଣ ହୋଇଯାଇଛନ୍ତି। ବଞ୍ଜରା ଜାତି ପାଇଁ ଆଜି ବଞ୍ଜରା ସମାଜ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଦେଇଛନ୍ତି, ଗୋପାଳ ନାଏକ ଯେତେବେଳେ ନିଜ ଜନ୍ମ ମାଟିକୁ ଫେରିଥିବା ବେଳେ ମାସ୍କ୍ୱାଡ଼ଣ୍ଡି ର ଶୈବପୀଠ ଶିବ ମନ୍ଦିର ଙ୍କୁ ପ୍ରଥମେ ଦର୍ଶନ କରି ଥିବା ବେଳେ ତାଙ୍କୁ ଗ୍ରାମର ଗ୍ରାମବାସୀ ଫୁଲ ମାଲ ସହ ବାଜା ବାଜେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User