କଲମ ଆଞ୍ଚଳିକ ଯାଦବ ସମିତି ଗଠନ।

Jun 29, 2025 - 21:03
0 28
କଲମ ଆଞ୍ଚଳିକ ଯାଦବ ସମିତି ଗଠନ।

କଳାହାଣ୍ଡି:୨୯/୦୬/୨୫: (ଷ୍ଟାରନିୟୁଜ ଓଡିଶା)ସଦର ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ଅଧିନରେ ଥିବା କଲମ,ବରଗାଁ, ଚାନ୍ଦୋପଲା,ବିଲେଇକୁନି,ଲେବେଡ,ତେନ୍ତୁଳିଖୁଣ୍ଟି,,ଠେମରା ଗ୍ରାମ କୁ ନେଇ ଆଜି ସଦରବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ ଙ୍କ ଉଦ୍ୟମରେ କଲମ ଆଞ୍ଚଳିକ ଯାଦବ ସମିତି ଗଠନ କରିବା ସହ କର୍ମକର୍ତ୍ତା ଚୟନ କରିଛନ୍ତି। କଲମ ପଞ୍ଚାୟତ ଯାଦବ ସମିତି ସଭାପତି ଭାବେ ବଳିଷ୍ଠ ଯୁଆଡ, ଉପ ସଭାପତି ଭାବେ ରୁଦ୍ରମଣି ନାଗ,ସାଧାରଣ ସମ୍ପାଦକ ହେମସାଗର ବାଗ, ସହ ସମ୍ପାଦକ ତୀର୍ଥ ବାସି ଚଲାନ, କୋଷାଧ୍ୟକ୍ଷ ଭାବେ ସୁବାସ ବିଶିଙ୍କୁ ସଦର ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହିର,ଜିଲ୍ଲା ଯାଦବ ମହାସଭା କୋଷାଧ୍ୟକ୍ଷ ତୁଳମଣି ନାଗ, ସାଧାରଣ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ 
ସମ୍ପାଦକ ଚୟନ କରାଯାଇଛି। ଏବଂ କମିଟିର ସଭ୍ୟ ଭାବେ ଲିଙ୍ଗରାଜ ବନ୍ଦିଛୋର,ଭାଦ୍ର ବିଶି, କେଶର ଭୋଇ, ପର୍ସୁ ରାମ ଜୁଆଡ,ଦୁଷ୍ମନ୍ତ କାଣ୍ଡ,ପ୍ରଭାତ ବିଶିଙ୍କୁ ମନୋନୀତ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User