ଦୈନନ୍ଦିନ ବ୍ଲକ ଅଧ୍ୟକ୍ଷ ଜନତା ଙ୍କ ସମସ୍ୟା ଶୁଣୁଛନ୍ତି

Jun 29, 2025 - 07:01
 0  5
ଦୈନନ୍ଦିନ ବ୍ଲକ ଅଧ୍ୟକ୍ଷ ଜନତା ଙ୍କ ସମସ୍ୟା ଶୁଣୁଛନ୍ତି

ଗୋଲାମୁଣ୍ଡା :ତା -୨୮.୦୬. ୦୨୫ (ଷ୍ଟାରନିୟୁଜ ଓଡିଶା)
        କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ର ଜନତା ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଧରି ଆଜି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ବାସ ଭବନକୁ ଆସିଥିବାରୁ ସବୁ ସମସ୍ୟା ଶୁଣି ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି  ଯେତିକି ତାଙ୍କ ପକ୍ଷ ରେ ସମ୍ଭବ ସେତିକି ସମସ୍ୟା ର ସମାଧାନ କରିଥିଲେ
ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow