ଏକ୍ ପେଡ ମାଁ କେ ନାମ କଳାହାଣ୍ଡିରେ ଲାଗିବ ୬ ଲକ୍ଷ୍ୟ ଗଛ।

Sep 17, 2025 - 06:58
0 17
ଏକ୍ ପେଡ ମାଁ କେ ନାମ କଳାହାଣ୍ଡିରେ ଲାଗିବ ୬ ଲକ୍ଷ୍ୟ ଗଛ।

ଭବାନିପାଟଣାତା.୧୬|୦୯(ଷ୍ଟାର ନିୟୁଜ ଓଡିଶା ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ସାରା ଦେଶ ରେ ସେବା ସପ୍ତାହ ପାଳନ କରୁଥିବାବେଳେ ପ୍ରତି ଜିଲ୍ଲା ରେ ପ୍ରତି ଗାଁକୁ ୧୫୦ ଗଛ ଲଗାଇବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ କଳାହାଣ୍ଡି  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ଗାଁ ରେ ୩୦୦ ଗଛ ଲଗାଇବା ସହ ଆସନ୍ତାକାଲି ୧୭ ସେପ୍ଟେମ୍ବର କଳାହାଣ୍ଡି ଜିଲ୍ଲାରେ ୬ଳକ୍ଷ ରୁ ଅଧିକ ବୃକ୍ଷରୋପଣ କରାଯିବ ବୋଲି ସାମ୍ବାଦିକ ସମିଳନୀରେ ସୁଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି କର୍ମୀ, ବିବିନ୍ନ ସ୍ଵଚ୍ଛା ସେବି ସଂଗଠନ କୁ ସହୋଯାଗ କରିବାପାଇଁ ଆହ୍ଵାନ କରାଯାଇଛି ଏବଂ କଳାହାଣ୍ଡି ଜିଲ୍ଲାପ୍ରଶାସନ ଦ୍ଵାରା ସଚେତନ ରଥ ପ୍ରତି ପଞ୍ଚାୟତ  ସହ ପ୍ରତି ଗାଁକୁ ଯାଇ ସଚେତନ କରିବ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନୌଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User