ନକଲି ମଦ, ପ୍ରସ୍ତୁତି ସାମଗ୍ରୀ ଶହ ତିନି ଗିରଫ

Mar 3, 2026 - 08:49
 0  21
ନକଲି ମଦ, ପ୍ରସ୍ତୁତି ସାମଗ୍ରୀ ଶହ ତିନି ଗିରଫ

କଳାହାଣ୍ଡି ଜିଲ୍ଲା ୦୨/୦୩( ଷ୍ଟାର ନିୟୁଜ ଓଡିଶା ) ଧର୍ମଗଡ ରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ, ଏହି ମାମଲା ରେ ତିନି ଜଣ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ l ଗିରଫ ବ୍ୟକ୍ତି ହେଲେ ବିହାର ରାଜ୍ୟ ର ବୋଲି ଜଣା ପଡିଚି l ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହି

ତ ବିଭିନ୍ନ ଅଞ୍ଚଳ ରେ ମଦ ସପ୍ଲାୟା କରୁଥିଲେ l ତେବେ କୌଣସି ସୂତ୍ରରୁ ଖବର ପାଇଁ ଆଜି ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀ ର ଷ୍ଟିକର, ଖାଲି ବୋତଲ, ଠିପି ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ ସୂଚନା ଦେଇଛନ୍ତି l
ବାଇଟ -ଅରୁଣ ଯୋଶୀ(ଧର୍ମଗଡ ଅବକାରୀ ଥାନା ଅଧିକାରୀ)

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR