ପାଣ କୂଳ ସମାଜ ଗୋଛାପଡା ଶାଖା ନୂତନ କର୍ମକର୍ତ୍ତା ନିର୍ବାଚିତ।

Jun 26, 2025 - 19:25
0 407
ପାଣ କୂଳ ସମାଜ ଗୋଛାପଡା ଶାଖା ନୂତନ କର୍ମକର୍ତ୍ତା ନିର୍ବାଚିତ।

ଫିରିଙ୍ଗିଆ,୨୬l୬(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ପାଣ କୂଳ ସମାଜ କଲ୍ୟାଣ କମିଟି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କେଶବ ଦିଗାଲ ଙ୍କ ଅଧ୍ୟକ୍ଷତା ରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଅଛି। ଉକ୍ତ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ରେ ଗୋଛାପଡା ଶାଖା ଅଧିନରେ ଥିବା ଦଶ ଗୋଟି ପଞ୍ଚାୟତ ଗୣପ୍ କମିଟିର ସଭାପତି, ଉପସଭାପତି,ସମ୍ଫାଦକ,ସହସମ୍ଫାଦକ, କଷାଧ୍ୟକ୍ଷ,ସମାଜ ପ୍ରେମି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତି ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ ସମ୍ଫାଦକ ଶ୍ରୀଯୁକ୍ତ ରୁଦ୍ର ମାଧବ ଦିଗାଲ ପରିଚାଳନା କରିଥିବ ବେଳେ ସମାଜ ପ୍ରେମି ଶ୍ରୀଯୁକ୍ତ ପଞ୍ଚାନନ ଦିଗାଲ ସହଯୋଗ କରିଥିଲେ। ପାଣ କୂଳ ସମାଜ କଲ୍ୟାଣ କମିଟି ଗୋଛାପଡା ଶାଖା ର ନୂତନ ସଭାପତି ଭାବରେ ପୂର୍ବତନ ଶାଖା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ଦିଗାଲ ନିର୍ବାଚନ ହେଇଥିବାବେଳେ ଯୁବସଭାପତି ଭାବରେ ଶ୍ରୀଯୁକ୍ତ ସଞ୍ଜିବ ଦିଗାଲ, ସାଂଗଠନିକ ସମ୍ଫାଦକ ଅଶୋକ ଦିଗାଲ, ମହିଳା ସଭାନେତ୍ରୀ ସସ୍ମିତା ଦିଗାଲ, ଉପସଭାପତି ଗୋବିନ୍ଦ ଦିଗାଲ ଓ ସାମେଶ୍ବର ଦିଗାଲ, ସମ୍ଫାଦକ କେଶବ ଦିଗାଲ, ସହସମ୍ଫାଦକ ରାଜିବ ଦିଗାଲ ଓ ଜଗଦିଶ ଦିଗାଲ, କଷାଧ୍ୟକ୍ଷ ମହାନ୍ତି ଦିଗାଲ ନିର୍ବାଚିତ ହୋଇଥିବାବେଳେ।ଉପଦେଷ୍ଟା ମଣ୍ଡଳୀ ଭାବେ କୁଳମଣି ଦିଗାଲ,ତ୍ରିଲୋଚନ ଦିଗାଲ, ଅଶିଳ ଦିଗାଲ, ଚନ୍ଦ୍ରମଣି ଦିଗାଲ ଏବଂ ଶାଖା ସଦସ୍ୟ ଭାବରେ ଜନିରା ଦିଗାଲ, ହସ୍ତ ଦିଗାଲ, ଶଙ୍କର ଦିଗାଲ, ନୀଳମଣି ଦିଗାଲ, ସୂର୍ଯ୍ୟକାନ୍ତ ଦିଗାଲ, ଜମ୍ବେଶ୍ବର ଦିଗାଲ, ତପନ ଦିଗାଲ, ଭୂଜବର ଦିଗାଲ, ଦେବଶ୍ବର ଦିଗାଲ ନିର୍ବାଚିତ ହେଇଛନ୍ତି। ଅନ୍ୟପଟେ ମିଡିଆ ସଂଯୋଜକ ଭାବରେ ସମାଜ ପ୍ରେମି ସୁନାଶିର ଦିଗାଲ ନିର୍ବାଚିତ ହୋଇଥିବା ଦେଖିବାକୁ ମିଳିଛି। ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ନିର୍ବାଚନ ଅଧିକାର ଶ୍ରୀ ଦିଗାଲ ନିର୍ବାଚନ କାର୍ଯ୍ୟକ୍ରମ ସମାପନ କରିଥିଲ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User