ବାଲିଗୁଡ଼ା ବିପଦର ବନ୍ଧୁ, ବାଲିଗୁଡ଼ା ସ୍ଵେଛାକୃତ ରକ୍ତଦାନ ଶିବିର

Jul 4, 2025 - 14:41
 0  13
ବାଲିଗୁଡ଼ା  ବିପଦର ବନ୍ଧୁ, ବାଲିଗୁଡ଼ା ସ୍ଵେଛାକୃତ ରକ୍ତଦାନ ଶିବିର

ଲିଗୁଡ଼ା  ବିପଦର ବନ୍ଧୁ, ବାଲିଗୁଡ଼ା ସ୍ଵେଛାକୃତ ରକ୍ତଦାନ ଶିବିର 
କନ୍ଧମାଳ ଜିଲ୍ଲାତା ୩/୦୭/୨୫ ବାଲିଗୁଡ଼ା ଉପଖଣ୍ଡ ବିପଦର ବନ୍ଧୁ ଆନୁକୂଲ୍ୟ ରେ  ବାଲିଗୁଡ଼ା ସଭା ଗୃହ ଠାରେ ସ୍ଵେଛାକୃତ ରକ୍ତ ଦାନ ଶିବିର   ଆୟୋଜିତ କରାଯାଇଥିଲା l  ରକ୍ତଦାନ କରିବା ପାଇଁ   ପ୍ରତ୍ୟକ ବ୍ଲକ ର ବିପଦର ବନ୍ଧୁ ଯୁବକ ଯୁବତୀ ପହଁଞ୍ଚି ରକ୍ତ ଦାନ କରି ଛନ୍ତି l ଏହିପରି କାର୍ଯ୍ୟ ବାଲିଗୁଡ଼ା ର ଉପଖଣ୍ଡ ଚିକିତ୍ସା ଳୟ ରେ ପାଞ୍ଚ ବର୍ଷ ପୂର୍ତ୍ତି ହୋଇଥିଲା l ଆଜି କା ଦିନରେ ବାଲିଗୁଡ଼ା ଚିକିତ୍ସା ଳୟ କୁ କଳାହାଣ୍ଡି ଜିଲ୍ଲା ରାମ ପୁର ବ୍ଲକ ମହୋନିଗିରୀ ଠାରୁ ରୋଗି ଆସି ଥାନ୍ତି l ପ୍ରତ୍ୟକ ଦିନ ଲୋକ ମାନଙ୍କୁ ରକ୍ତ ଆବଶ୍ୟ ପଡ଼ୁ ଅଛି ସେହି ସମୟରେ ବିପଦର ବନ୍ଧୁ ପହଞ୍ଚି ରକ୍ତ ଦେଇ ଥାନ୍ତି l ଟୋପାଏ ରକ୍ତ ପାଇଁ କିଏ କେଉଁଠି ଅପେକ୍ଷା କରିଥାନ୍ତି l ବାଲିଗୁଡ଼ା ଠାରେ ଯେଉଁ ଦିନ ଆରମ୍ଭ ହେଲା ବିପଦର ବନ୍ଧୁ.ଲୋକ ମାନଙ୍କ ପାଖରେ ଦୁଃଖ ଦୂର ହେଲା l ଜାହାରି ଫଳରେ ଲୋକ ମାନଙ୍କୁ ପୁଲବାଣୀ ମୁଖ୍ୟ ଚିକିତ୍ସା ଳୟ କୁ ଯିବାକୁ ଆଉ ପଡ଼ୁ ନାହିଁ l ଏହିପରି ପଦକ୍ଷପ କୁ ଆଜିର ମୁଖ୍ୟ ଅଥିତି ଶ୍ରୀ ରାଜେନ୍ଦ୍ର ପ୍ରଶାଦ ବାଲିଗୁଡ଼ା  (ସି ଡ଼ି ପି ଓ) ସନମ୍ମାନୀୟ ଅଥିତି ବାଲିଗୁଡ଼ା ଉପଖଣ୍ଡ ବନ ଭିବାଗ ଅଧିକାରୀ ଶ୍ରୀ ବିଶ୍ୱ ରାଜ ପଣ୍ଡ.ଯୁବଗୋଷ୍ଟି ଙ୍କୁ ଧନ୍ୟବାଦ ଜଣା ଇଛନ୍ତି l ଆଜିର ଏହି ବିପଦର ବନ୍ଧୁ ପରିଚାଳନା କମିଟି ସଭାପତି ଶ୍ରୀ ତାପସ କୁମାର ନାୟକ (ତପୁ ଭାଇ) (ରେଡି ଭାଇ )କାଳିଆ ଭାଇ ପରିଚାଳନା କରି ଥିଲେ l ସେଥିକି ନୁହେଁ ବିପଦର ବନ୍ଧୁ ପରିବାର ପକ୍ଷରୁ ବାଲିଗୁଡ଼ା ଚିକିତ୍ସା ଳୟ ରେ ଏବଂ ଜରା ନିବାସାରେ ଓ ଅନ୍ୟାନ୍ୟ ଅ ସହାୟ ସମସ୍ତ ଭାଇ ଭଉଣୀ ଛଟ ପିଲାମାନଙ୍କୁ l ଏବଂ ବାଲିଗୁଡ଼ା ରେ ଥିବା ସମସ୍ତ ରୋଗିମାନଙ୍କୁ ଫଳ ବଣ୍ଡନ କରି ଛନ୍ତି l

କନ୍ଧମଳ ଜିଲ୍ଲା ବାଲିଗୁଡ଼ାରୁ ସତନ୍ତ୍ର ରିପୋର୍ଟର ସଲମନ ଦିଗାଲ  ଷ୍ଟାରନିୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow