ବିନ୍ଦୁ ମହାନନ୍ଦ ଙ୍କ କାର୍ଯ୍ୟଶୈଳୀ

Jun 24, 2025 - 21:28
0 59
ବିନ୍ଦୁ ମହାନନ୍ଦ ଙ୍କ କାର୍ଯ୍ୟଶୈଳୀ

କଳାହାଣ୍ଡି ଜିଲ୍ଲା : ତା-୨୪.୦୬. (ଷ୍ଟାରନିୟୁଜ ଓଡିଶା)
       ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ର ଜନତା ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଧରି ଆଜି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ବାସ ଭବନକୁ ଆସିଥିବାରୁ ସବୁ ସମସ୍ୟା ଶୁଣି ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ଅଧିକାରୀ ମାନଙ୍କ ସହିତ ଫୋନ ଦ୍ୱାରା ଆଲୋଚନା କରି ପ୍ରାୟ ସମସ୍ୟା ର ସମାଧାନ କରିଥିଲେ

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User