ଲଭର୍ସ ଗ୍ରୁପ୍ ତରଫରୁ ରାଜ୍ୟସ୍ତରୀୟ ବେଡ଼ମୀଣ୍ଟନ ଟୁର୍ନାମେଣ୍ଟ ଆୟୋଜନ।
ଫୁଲବାଣୀ,୧୩l୯(ଷ୍ଟାର ନିୟୁଜ) : ଇଣ୍ଡୋର ଷ୍ଟାଡିଅମ ଠାରେ ଫୁଲବାଣୀ ବେଡ଼ମୀଣ୍ଟନ ଲଭର୍ସ ଗ୍ରୁପ୍ ତରଫରୁ ରାଜ୍ୟସ୍ତରୀୟ ବେଡ଼ମୀଣ୍ଟନ ଟୁର୍ନାମେଣ୍ଟ ଆୟୋଜନ ହୋଇଛି ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର 28 ଟିମ୍ ଅଂଶଗ୍ରହଣ କରିଥିଲେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବୀରସିଂ ଶବର, ବାଲୁଙ୍କେଶ୍ୱର କଛପ , ଶିବାନନ୍ଦ ଲେଙ୍କା, ସମୀର ନାୟକ ପ୍ରମୁଖ ଅଥିଥି ଭାବେ ଯୋଗ ଦେଇଥିଲେ ଏହି ପ୍ରତିତିଯୋଗିତାରେ ପ୍ରଥମ ସ୍ତାନ ଅଧିକାର କରିଛନ୍ତି ସୋନପୁର ର ଅଭୟ ଏବଂ ସରୋଜ ଦ୍ୱତୀୟସ୍ତାନ ଅଧୀକାର କରିଛନ୍ତି ବଲାଙ୍ଗୀର ର ଇରଫାନ ଏବଂ ଚିଣ୍ଟି ଓ ତୃତୀୟସ୍ତାନ ଅଧିକାର କରିଛନ୍ତି ରାୟଗଡା ର ଆଶୁତୋଷ ଏବଂ ସ୍ୱମ୍ୟଜିତ ଚତୁର୍ଥସ୍ତାନ ଅଧିକାର କରିଛନ୍ତି ବ୍ରହ୍ମପୁର ର ସରୋଜ ଏବଂ ସମୀର ଏବଂ ବିଜେତା ମାନଙ୍କୁ ଟ୍ରଫି ସହ ଉପଯୁକ୍ତ ଅର୍ଥରାଶି ପ୍ରଦାନ କରାଯାଇଛି ପ୍ରଥମ ଥର ଏହିଭଳି ଫ୍ରେଣ୍ଡସିପ୍ ଟୁର୍ନାମେଣ୍ଟ ଆୟୋଜୋନ ହୋଇଥିବାରୁ ସମସ୍ତ କ୍ରୀଡା ପ୍ରେମିଙ୍କ ମଧ୍ୟରେ ଏକ ଭାଇଚାରା ସୃଷ୍ଟି ହେବ ବୋଲି ଜଣାଇଛନ୍ତି ବେଡ଼ମୀଣ୍ଟନ ଲଭର୍ସ ଗ୍ରୁପ୍ ଥିବା ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନେ ବିଶେଷ କରି ଜଗନ୍ନାଥ, ଅସୀମ୍, ମହେଶ, ଟିକି ଏବଂ ଶାକୀର।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)