କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ମୂଖିଗୁଡା, ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଦାୟିତ୍ୱ ରେ ଯୋଗଦେଲେ ଇଂ ଗୋବର୍ଦ୍ଧନ ନାଏକ

Dec 10, 2025 - 11:24
0 7
କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ମୂଖିଗୁଡା, ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଦାୟିତ୍ୱ ରେ ଯୋଗଦେଲେ ଇଂ ଗୋବର୍ଦ୍ଧନ ନାଏକ

ଭବାନୀପାଟଣା, ୧୦/12:( ଷ୍ଟାର ନିୟୁଜ ଓଡିଶା ଉପର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ମୂଖିଗୁଡା ରେ ମୁଖ୍ୟ ନିର୍ମାଣଯନ୍ତ୍ରୀ ଭାବେ ଇଂ ଗୋବର୍ଦ୍ଧନ ନାଏକ ଦାୟିତ୍ଵ ଗ୍ରହଣ କରିଛନ୍ତି। ସୋମବାର ପୂର୍ବାହ୍ନରେ ଶ୍ରୀ ନାଏକ ପୂର୍ବଭାରପ୍ରାପ୍ତ ମୁଖ୍ୟ ନିର୍ମାଣଯନ୍ତ୍ରୀ ନରେଶ ପାତ୍ରଙ୍କ ଠାରୁ ଦାୟିତ୍ଵ ଗ୍ରହଣ ଛନ୍ତି।  ଇଂ ଶ୍ରୀ ପାତ୍ରଙ୍କ ସମେତ ଦକ୍ଷିଣ ଓ ବାମ କେନାଲର ଅଧୂକ୍ଷଣ ଯନ୍ତ୍ରୀ ରାଜ ବେହେରା, ଧର୍ମଗଡ ଅଧୂକ୍ଷଣଯନ୍ତ୍ରୀ ଅକ୍ଷୟ ଭୋଇ, ଜୁନାଗଡ଼ ଅକ୍ଷଣ ଯନ୍ତ୍ରୀ ଚିନ୍ତାମଣି ଜାଲ, ଇନ୍ଦ୍ରାବତୀ ମେଗାଲିଫ୍‌ଟ କେନାଲ ନିର୍ବାହୀଯନ୍ତ୍ରୀ ପ୍ରଣୟ ପ୍ରଧାନ, ସମସ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ସେକ୍ସନ ଅଫିସର ସନ୍ଥ ନାଏକ, ସମସ୍ତ କନିଷ୍ଠ ଯନ୍ତ୍ରୀ, ବରିଷ୍ଠ ସହାୟକ ଚିତ୍ତରଞ୍ଜନ ଦଳପତିଙ୍କ ସମେତ ସମସ୍ତ କର୍ମଚାରୀ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। କଳାହାଣ୍ଡି ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଇଂ ନାଏକ ଙ୍କୁ ପୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋ

ର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User