ଜିଲା କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା.

Aug 14, 2025 - 21:19
 0  11
ଜିଲା କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା.

ଭବାନୀପାଟଣା ତା. ୧୪/୮( ଷ୍ଟାର ନିୟୁଜ ଓଡିଶା ) ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ ପି ସି ସି ସଭାପତି ଭକ୍ତ ଦାସଙ୍କ ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଜଳନ୍ଧର ନାଏକ ଙ୍କ ନେତୃତ୍ଵରେ "ଭୋଟ ଚୋର ଗାଦୀ ଛୋଡ " କୁ ଗୁରୁତ୍ଵ ଦେଇ ଏକ ବିଶାଳ ମଶାଲ ଶୋଭାଯାତ୍ରା ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଆସିଥିଲେ ଶୋଭାଯାତ୍ରା ସମୟରେ ଭୋଟ ଚୋର ଗାଦୀ ଛୋଡ ନାରା ଦେଇ ଥିଲେ. ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ଭାରତ ଭୂଷଣ ବେମାଲ,ଇନ୍ଦ୍ରଜିତ୍ ମହାଖୁଡ ,ବରିଷ୍ଠ ନେତା ଭାଗବତ ଲାଲ,ସୁକାନ୍ତି ସରାଫ,ମାଣିକ୍ଯ ସୁନା, ପ୍ରେମ ଲାଲ ସାଗର, ଦ୍ରୌପଦୀ ମାଝୀ, ମାର୍ଜିନା ପ୍ରଧାନ, ସରୋଜ ବାଗ, ସୁବାଷ ପ୍ରଧାନ, ପ୍ରୀତମ ବେହେରା, ମହମ୍ମଦ ସାହେବ, ଶୁଭମ୍ ବାରିକ୍, ବ୍ରଜ୍ ସାହୁ ନିମାଞ୍ଚଳ ନାଏକ,ସଚିନ ନାଏକ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପ୍ରଧାନ ସମେତ ଶହଶହ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ.

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow