ଝରୀଗାଁ ବନବିଭାଗ ତରପରୁ 40 କଇଁଛ ଉଦ୍ଧାର।

Jun 10, 2025 - 06:25
0 179

ଝରୀଗାଁ,୧୦l୬(ଷ୍ଟାର ନିୟୁଜ ଓଡିଶା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଚକଲlପଦାର ପଞ୍ଚାୟତ କଂଗ୍ରା ସେକ୍ସନ ଟାରେ ଉମରକୋଟ ପୂଜାରୀ ଗୁଡା UV-9 ର ସୁରଜିତ ମଣ୍ଡଳ ବୟସ -31 ମଟର ସାଇକେଲ ନମ୍ବର - 04 ZJ 2295 ଜଗେ ଜୀବନ୍ତ କଇଁଛ ନେଉତିବା ବେଳେ ବନଭିବାଗ ଟିମ ହାତରେ ଧରାପଡିଛି 40 ଟି ବିରଳ କଇଁଛ ଉଦ୍ଧାର କରି ସୁରଜିତ କୁ ଗିରଫ କରିଛି ବନ ଭିବାଗ l ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୃଚନା ପ୍ରକାରେ ସୀମାନ୍ତ ଜିଲ୍ଲା କଳାହାଣ୍ଡି ଜିଲ୍ଲା ର ଲୋଡୁଗାଁ ଗ୍ରାମ ରୁ କଇଁଛ ଚାଲାଣ ହେଉତିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଗତ ରାତି 8 ଟାରେ ଫୋରେଷ୍ଟର ଅମିତ କୁମାର ଦାସ, ବିଷମ ପୂଜାରୀ, ଗଣପତି ଭତରା ସହ ୱାଇଲଡ଼ ଲାଇପ ସ୍କୁlର୍ଡ ଧରିବାରେ ସପଲ ହେଇଛନ୍ତି l ଆଜି ସୁରଜିତ ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳ,ଜବତ ଜୀବନ୍ତ କଇଁଛ କୁ ଝରୀଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଟାରେ ରଖାଯାଇଛି l କଇଁଛ ଗୁଡିକ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଉତିବl ସ୍ୱୀକାର କରିଥିବା ସୃଚନା ଦେଇଛନ୍ତି l ଶତାଧିକ ସଂଖ୍ୟା ରେ କଳାହାଣ୍ଡି ଅଞ୍ଚଳ ରୁ ଲକ୍ଷ୍ଲlଧିକ ଟଙ୍କାରେ କଇଁଛ ଚାଲାଣ ହେଉଥିବା ବେଳେ ଏହା ପଛରେ କୌଣସି ଏକ ରାକେଟ ସାମିଲ ଥିବା ସନ୍ଦେୟ କରି ବିଭାଗ ଏହାର ତୃଣ ମୂଳ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରକିତିବା ରେଞ୍ଜର ଗୋବିନ୍ଦ ନାୟକ ନିଜ ପ୍ରତିକ୍ରିୟାରେ କଇଛନ୍ତି l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User