ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Jun 21, 2025 - 15:54
0 108
ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବାଲିଗୁଡ଼ା - ତା ୨୧/୦୬(ଷ୍ଟାରନିୟୁଜ ଓଡିଶା)"ଏକ ପୃଥିବୀ ଏକ ସ୍ବାସ୍ଥ୍ୟ" ଯୋଗ କରି ସୁସ୍ଥ ରୁହନ୍ତୁ ଆଜି ଏହି ପବିତ୍ର ଅବସରରେ  ଦେଶ ପାଳୁଛି ୧୧ ତମ ଯୋଗ ଦିବସ l ଅଜି ବାଲିଗୁଡ଼ା ର ବିଭିନ୍ନ ଅନୁଷ୍ଠାନ ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବା ବେଳେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ପ୍ରକାରେ ବାଲିଗୁଡ଼ା ସ୍ଥିତ N A C ସଭାଗୃହ ଠାରେ ବିଶ୍ଵ ଯୋଗ ଦିବସ ବହୁ ଆଡ଼ମ୍ବରରେ ପ୍ରଧାନ ମନ୍ତ୍ରୀ ଯୋଶଶ୍ରୀ ନରେନ୍ଦ୍ର ମୋଦି ଯେଉଁ 2014ମସିହାରେ ଆରମ୍ଭ କରି ଗୌରବର କାରଣ ହୋଇଥିଲେ l ସେହି ସୁସ୍ଥ ଯୋଗ ସ୍କୂଲ କଲେଜ ସରକାରୀ ଅନୁଷ୍ଠାନ ଗୁଡ଼ିକ ପାଳନ କରିଥିବା ଦେଖିବାକୁ ମିଳିଛି  l ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନେତୃତ୍ବରେ ବାଲିଗୁଡ଼ା ସହରରେ ଜନ ସାଧାରଣଙ୍କୁ ନେଇ ବିଶ୍ଵ ଯୋଗ ଦିବସ ପାଳନ ଅବସରରେ ସମସ୍ତ ମାନବ ସମାଜର ଯୋଗ କରି ନିଜର ମାନସିକ ଓ ଶାରିରୀକ ଅଧାତ୍ମିକ ସୁସ୍ଥ ଜୀବନ ଅତିବାହିତ କରିବେ ବୋଲି ଅଧିକାରୀ ମାନେ ନିଜ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ସମେତ ମୁଖ୍ୟ ଅତିଥି ଭାବେ ଆଟିଡିଏ  ପିଏ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ, ଅବକାରୀ ବିଭାଗ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ବାଲିଗୁଡ଼ା ବିଭିନ୍ନ ପଦାଧିକାରୀଙ୍କ ଅଧିକାରୀ ମାନେ ଏହି ଯୋଗ ଦିବସ ଯୋଗଦାନ କରି ଯୋଗ କରିବାରେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ସଲମନ ଙ୍କ ରିପର୍ଟ ସତନ୍ତ୍ର ପ୍ରତିନିଧି ଷ୍ଟାର ନିୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User