ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ମହାନତା: ପ୍ରତି ପଞ୍ଚାୟତ ର ଗାଁ ଗାଁ ବୁଲି ୧୦ହଜାର ରୁ ଅଧିକ ଶୀତ ବସ୍ତ୍ର ବଣ୍ଟନ କରୁଛନ୍ତି।

Dec 5, 2025 - 19:50
 0  17
ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ମହାନତା: ପ୍ରତି ପଞ୍ଚାୟତ ର ଗାଁ ଗାଁ ବୁଲି ୧୦ହଜାର ରୁ ଅଧିକ ଶୀତ ବସ୍ତ୍ର ବଣ୍ଟନ କରୁଛନ୍ତି।

କଳାହାଣ୍ଡି ଜିଲ୍ଲା ତା. ୫/୧୨( ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ମହାନତା,ଶୀତ ଋତୁ ରେ ୧୦ହଜାର ରୁ ଉର୍ଦ୍ଧ ଶୀତବସ୍ତ୍ର ବଣ୍ଟନ କରିଛନ୍ତି:କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ , ଗାଁ ଗାଁ ବୁଲି ୧୦ହଜାର ରୁ ଅଧିକ ଶୀତ ବସ୍ତ୍ର, କମ୍ବଳ ବଣ୍ଟନ ବଣ୍ଟନ କରିଛନ୍ତି। ଗୋଲାମୁଣ୍ଡା ବ୍ଲକ ର ୨୮ଟି ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ଙ୍କ ଠାରୁ ଆରମ୍ଭ କରି ନିରିହ ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି।ସବୁ ସମୟରେ ବ୍ଳକ ଅଧ୍ୟକ୍ଷ ଙ୍କ ନେତୃତ୍ଵରେ ଗରିବ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ଜନଶୁଣାଣୀ ମାଧ୍ୟମରେ ସମାଧାନ କରିଥାନ୍ତି।

Byte_ବିନ୍ଦୁ ମହାନନ୍ଦ (ବ୍ଳକ ଅଧ୍ୟକ୍ଷ, ଗୋଲାମୁଣ୍ଡା)
Byte_ ମନୋଜ ମେହେର (ବିଜେପି ନେତା)

ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR