ହୀରାକୁଦ ଶିଳ୍ପ ନାଗରୀରେ ରେ ଫିଲିପ କୁମାର କଳ୍ପତୃ ଆଶ୍ରମ ରେ ଚିତ୍ରାଙ୍କନ ଶିକ୍ଷା ଦେଉଥିବାର ଦେଖା ଯାଇଛି l
ହୀରାକୁଦ,୧୦l୧୧(ଷ୍ଟାର ନିୟୁଜ ଓଡିଶା ): ହୀରାକୁଦ ଶିଳ୍ପ ନାଗରୀର କଳ୍ପତରୁ ଆଶ୍ରମ ରେ ଅନାଥ ପିଲାନାଙ୍କୁ ହୀରାକୁଦ ବିକାଶ ପରିଷଦ ର ସମ୍ପାଦକ ଫିଲିପ କୁମାର ଚିତ୍ରାଙ୍କନ ଶିକ୍ଷା ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ତତ ସଙ୍ଗେ ସଙ୍ଗେ ହୀରାକୁଦ ର ଉହ୍ନତି ମୂଳକ ଓ ସାମାଜିକ କାର୍ଯ୍ୟ ମଧ୍ୟ କରି ଆସୁଅଛନ୍ତି, ହୀରାକୁଦ ବାସି ଫିଲିପ କୁମାର ଙ୍କ କାର୍ଯ୍ୟ କଳାପ ଉପରେ ପ୍ରଶଂସାନିୟ ମତପ୍ରକାଶ କରିଛନ୍ତି l
What's Your Reaction?