କେନାଲ ରୁ ବୃଦ୍ଧ ର ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି ।

Feb 04, 2026 - 18:03
0 21
କେନାଲ ରୁ ବୃଦ୍ଧ ର ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି ।

କଳାହାଣ୍ଡି ଜିଲ୍ଲା ୦୪/୦୨( ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟରେ ଥିବା ଉଠା ଜଳସେଚନ କେନାଲ ରେ ଆଜି ସକାଳେ ଜଣେ ବୃଦ୍ଧ ଙ୍କ ମୃତଦେହ ପାଣି ରେ ଭାସୁଥିବା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦମକଲ କର୍ମଚାରୀ କେନାଲ ରୁ ବୃଦ୍ଧ ଙ୍କ ଶବ ଉଦ୍ଧାର କରିଛନ୍ତି। ତେବେ ମୃତକ ଙ୍କ ପରିଚୟ ଅସ୍ପଷ୍ଟ ରହିଛି।କୋକସରା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User