ଖତ ଗଦାରେ ବିଜୁ ବୋଟିଙ୍ଗ ପୋଏ ଣ୍ଟ

କନ୍ଧମାଳ ଜିଲ୍ଲା ତା :୨୬/୦୫(ଷ୍ଟାରନିୟୁଜ ଓଡିଶା)ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ରେ ଏକ ବିଜୁ ବୋଟିଙ୍ଗ ପୋଏଣ୍ଟ କରାଯାଇଥିଲା.ତାହା ବର୍ତ୍ତମାନ ଖତଗଦା ସାଜିଥିବା ଦେଖିବାକୁ ମିଳିଛି l ବାଲିଗୁଡ଼ା ସହର ବୋଟିଙ୍ଗ ପୋଏଣ୍ଟ ହେଲାପରେ ବାଲିଗୁଡ଼ା ସହର ବାସି ଏବଂ ଗ୍ରାମାଞ୍ଚଳ ପର୍ଯଟକ ଙ୍କ ପାଇଁ ଅତିଆନନ୍ଦ ଜନକ ଥିଲା l ୨୭/୦୧/୨୪ ମସିହାରେ ବୋଟିଙ୍ଗ ଉଦଘାଟନ କରାଯାଇଥିଲା. ହେଲେ ଆଜି ପର୍ଯନ୍ତ କାହିଁକି ତାହା ବ୍ୟବହାର ନ ହେଇ ଖତଗଦା ହେବାକୁ ଯାଉଛି l ରକ୍ଷଣ ବେକ୍ଷଣ ବାଲିଗୁଡ଼ା N.A.C ର ଥିଲାବେଳେ ଆଉ କାହାହାତରେ ଟେକି ଦେଇ ସହର ବାସୀଙ୍କୁ ଚକମା ଦେଇ ଚୁପ ରହିଛି N A C.l ବାଲିଗୁଡ଼ା ରେ ଏଭଳି ସରକାର ଲକ୍ଷାଦିକ ଅର୍ଥ ରାଶି ବିୟୋଗ କଲାବେଳେ କାମରେ ଆସୁନି ଅର୍ଥ ରାଶି l ସ୍ୱାଧୀନ ସଂଗ୍ରାମୀ ବିଶ୍ୱଜିତ ପଟନାୟକ ଜଣେ ସାକ୍ଷାତ ଦେବତା କହିଲେ ଅତୁକ୍ତି ହେବନାହିଁ l କାରଣ ସ୍ୱାଧୀନ ସଂଗ୍ରାମ ସହିତ ବାଲିଗୁଡ଼ା ଏବଂ ଓଡିଶା ବାସୀଙ୍କର ପେଟ ପାଟଣା ଟୁ ଆରମ୍ଭ କରି ବିଦ୍ୟା ମାର୍ଗ ଦର୍ଶନ. ଉନ୍ନତି ମାର୍ଗ ଦର୍ଶନ କରିଛନ୍ତି l ସ୍ୱର୍ଗତ ସଂଗ୍ରାମୀ ବିଶ୍ୱଜିତ ପଟନାୟକ ଙ୍କ ପାଖରେ ଜାତି ଧର୍ମ ନିର୍ବିଶେଷ ଅଭାବୀ ଗରିବ ମାନଙ୍କ ନିମନ୍ତେ ଏକ ସେ ଆଶ୍ରୟ ଥିଲେ l ସେହି ଭଳି ମହାନ ବ୍ୟକ୍ତି ଙ୍କର ପ୍ରତିମୂର୍ତ୍ତି ମଧ୍ୟ ସେଠାରେ ରଖାଯାଇଥିବାବେଳେ
ଅଳିଆ ଆବର୍ଜନା ଏବଂ ମଦ ବତଲ ବି ଦେଖିବାକୁ ମିଳୁଛି ଏହିଭଳି ଅଣ ଦେଖାକାହିଁକି? l ବୋଟିଙ୍ଗ ପୋଏଣ୍ଟ ଯଦି ଚାରିଆଡ଼େ ଦେଖିବେ ଆବର୍ଜନା ସହିତ ଭାଙ୍ଗିଯିବା ଅବସ୍ଥାରେ ମଧ୍ୟ ରହିଛି l ତେବେ କାହିଁକି ଏଭଳି ଖତ ସାଜିଲା ବିଜୁ ବୋଟିଙ୍ଗ ପୋଏଣ୍ଟ ବାଲିଗୁଡା ବୁଦ୍ଧିଜୀବି ମାନେ ଏହା କୁ ପ୍ରଶ୍ନଉଠେଇ ଥିବାର ଦେଖା ଦେଇଛି l
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବୋଟିଙ୍ଗ ପୋଏଣ୍ଟ ରୁ ସଲମନ ଙ୍କରିପୋର୍ଟ ଷ୍ଟାର ନିୟୁସ ଓଡିଶା l
What's Your Reaction?






