ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ଜନ ଶୁଣାଣି

ଗୋଲାମୁଣ୍ଡା : ତା -୨୪/୭ (ଷ୍ଟାରନିୟୁଜ ଓଡିଶା)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ବୃନ୍ଦାବାହାଲ, ବଡଚେରଗାଁ,ଖାଲିଆପାଳି, ଲେତେର, ମାନଝରି, ଉଚ୍ଚଳା, ଚପୁରିଆ ସମେତ ସାତ ଟି ଗ୍ରା.ପ ର ଜନତା ନିଜ ନିଜ ର ବିଭିନ୍ନ ପ୍ରକାର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଧରି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ନିକଟକୁ ଆସିଥିବାରୁ ସମସ୍ତ ଙ୍କ ସମସ୍ୟା ଶୁଣି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଫୋନ ଦ୍ୱାରା କଥା ହୋଇ ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାରେ ସାମିଲ କରି ତାଙ୍କ ପକ୍ଷରେ ଯେତେ ସମ୍ଭବ ସେତିକି ସମସ୍ୟା ର ସମାଧାନ କରିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






