ତୁମୁଡି଼ବନ୍ଧରେ ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ ମଣ୍ଡି ଉଦଘାଟନ୍
କନ୍ଧମାଳ ଜିଲ୍ଲା ୩/୦୨/ (ଷ୍ଟାର ନିୟୁଜ ଓଡିଶା) ତୁମୁଡି଼ବନ୍ଧ ବ୍ଲକ କନ୍ଧମାଳ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ କାଯ୍ୟାଳୟ ପରିସର ଭିତରେ ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ ମଣ୍ଡି ଉଦଘାଟନ୍ ହୋଇଛି l ଏହି ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ ମଣ୍ଡି ଉଦଘାଟନ୍ କାର୍ଯ୍ୟକ୍ରମରେ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ, ତୁମୁଡି଼ବନ୍ଧ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପାଡ୍ରା, ତୁମୁଡିବନ୍ଧ ବ୍ଲକ କୃଷି ବିଭାଗୀୟ ଅଧିକରୀ ଶ୍ରୀଯୁକ୍ତ ସରୋଜ ସତପଥୀ, ଟିଡିସିସି ଅଧିକାରୀ ବାଲିଗୁଡା, ଶ୍ରୀ ଅନ୍ନ ଅଭିଯାନ ର ଜିଲ୍ଲା ସଂଜୋଯକ, ବ୍ଲକ ସଂଯୋଜକ, ଓ କନ୍ଧମାଳ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ ର ଚେୟାରମ୍ୟାନ୍ ଙ୍କ ସହିତ କନ୍ଧମାଳ କୃଷକ ଉତ୍ପାଦକ କମ୍ପାନୀର କର୍ମକର୍ତ୍ତା ଏହି ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l
ଏହି ଅନ୍ନ ଅଭିଯାନରେ ଏକ ଶହ କୃଷକ ମାନଙ୍କ ପାଇଁ ଖାଇବାର ଭୋଜନ ପ୍ରସ୍ତୁତ କରାଯାଇଥିଲା, ସମସ୍ତ କୃଷକ ମାନେ ଖାଦ୍ୟ ଖାଇ ସ୍ୱାଦର ମଜା ନେଇଛନ୍ତି l
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ୍ ଓଡ଼ିଶା

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)