ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ l

May 05, 2025 - 20:51
0 51
ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ l

ଭବାନୀପାଟଣା ,୫l୫(ଷ୍ଟାର ନିୟୁଜ ଓଡ଼ିଶା): ରାଜ୍ୟରେ ମ୍ୟାଲେରିଆ ମୁକ୍ତ ଉଦ୍ଦେଶ୍ୟ ରେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ରେ ଲୋକଙ୍କୁ ମଶାରୀ ବଣ୍ଟନ କରୁଥିବା ବେଳେ ଆଜି ନର୍ଲା ବ୍ଲକ୍ ଅନ୍ତର୍ଗତ ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଧ୍ୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଦେହେଲି, ଡଙ୍ଗର ମାଲ୍, କେନ୍ଦୁ ପଡ଼ା, ଡଙ୍ଗରତଳ ପଡ଼ା ର ହିତାଧିକାରୀ ମାନେ ଧାଡିରେ ରେ ରହି କ୍ରମ ଅନୁସାରେ ମଶାରୀ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ, ଏଏନଏମ, ଆଶା କର୍ମୀ ଙ୍କ ଓ ଅଙ୍ଗନୱାଡ଼ି ଦିଦି ଙ୍କ ମିଳିତ ଉଦ୍ୟମ ରେ ସୁରୁଖୁରୁରେ ରେ ଚାଲିଥିବା ଦେଖିବାକୁ ମିଳିଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User