ପହଲଗାମରେ ସହିଦ ହୋଇଥିବା ଭାରତୀୟଙ୍କ ଉଦେଶ୍ୟରେ ଏକ ମହା ରକ୍ତଦାନ ଶିବିର।

May 22, 2025 - 14:22
0 57

ଭବାନୀପାଟଣା, ୨୧l୫: (ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ଭାରତରନ୍ ତଥା ଭାରତ ର ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀ ବଳି ଦାନ ଦିବସ ଏବଂ ପହଲଗାମ ରେ ସହିଦ ହୋଇଥିବା ଭାରତୀୟଙ୍କ ଉଦେଶ୍ୟ ରେ ଏକ ମହା ରକ୍ତ ଦାନ ଶି ବି ର ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦିକା ମନ୍ଦାକିନୀ ବାଣୁଆଁ, ଜିଲ୍ଲା କଂଗ୍ରେସ ଉପସଭାପତି ଧନୁ ଗହୀର, ଜିଲ୍ଲା କଂଗ୍ରେସ ଉପସଭାପତି ଇନ୍ଦ୍ରଜୀତ ମହାକୁଡ଼, ବ୍ଲକ ସଭାପତି ସୁବାଷ ପ୍ରଧାନ ବରିଷ୍ଠ କଂଗ୍ରେସ ନେତ୍ରୀ ଦ୍ରୌପଦୀ ମାଝୀ, ସୁକାନ୍ତି ସରାଫ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମାର୍ଜିନା ପ୍ରଧାନ, ପ୍ରମିଳା ଭାତ୍ରା, ପ୍ରଗତି, କଂଗ୍ରେସ ନେତା ଆନ୍ଦ୍ରିୟ, ଲିଙ୍ଗରାଜ, ଦୟା, କେଶବ, ବିଜୟ ଦୀପ, ଦିପୁ ପାତ୍ର, ଅମିତ ଗହୀର, ମଂଟୁ, ଆଶିଷ, ଏବଂ ରାଜୀବ ଗାନ୍ଧୀ ପଂଚାୟତିରାଜ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ବାଗ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User