ବଜରଙ୍ଗ ଦଳ, ନର୍ଲା ପ୍ରଖଣ୍ଡର ବୈଠକ ରେ ନୃତନ ଦାୟୀତ୍ବ ଘୋଷଣା

Sep 9, 2025 - 12:43
 0  18
ବଜରଙ୍ଗ ଦଳ, ନର୍ଲା ପ୍ରଖଣ୍ଡର ବୈଠକ ରେ ନୃତନ ଦାୟୀତ୍ବ ଘୋଷଣା

ତାରିଖ ୦୭/୦୯/୨୦୨୫ (ଷ୍ଟାର ନିୟୁଜ ଓଡିଶା) ଦିନ ରୁପ୍ରାରୋଡ୍ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବଜରଙ୍ଗ ଦଳ, ନର୍ଲା ପ୍ରଖଣ୍ଡର ବୈଠକ ଆୟୋଜିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀ ଶ୍ରୀମନ୍ତ ପଟେଲ, ବିଶ୍ୱ ହିନ୍ଦୁ ପରିଷଦ ପ୍ରଖଣ୍ଡ ସମ୍ପାଦକ ଶ୍ରୀ ଟୁକୁ ସାହୁ, ସହ-ସମ୍ପାଦକ ଶ୍ରୀ ଦିନେଶ କୁମାର ସାହୁ ଓ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ଶ୍ରୀ ମହାଦିପ୍ତ ଭୋଇ ଏବଂ ପ୍ରଖଣ୍ଡ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସଂଗଠନର ବିସ୍ତାର ଓ ଦୃଢତା ପାଇଁ ନୂଆ ଦାୟିତ୍ୱ ଘୋଷଣା କରାଗଲା। ଯାହାରେ —

ପ୍ରଖଣ୍ଡ ସହ-ସଂଯୋଜକ – ଶ୍ରୀ ତୁଷାର ଭୋଇ

ପ୍ରଖଣ୍ଡ ସହ-ସଂଯୋଜକ – ଶ୍ରୀ ପ୍ରଭାସ ମିଶ୍ର

ପ୍ରଖଣ୍ଡ ଗୌରକ୍ଷା ପ୍ରମୁଖ – ଶ୍ରୀ ଗୋପାଳ ସା

ବିଦ୍ୟାର୍ଥୀ ପ୍ରମୁଖ – ଶ୍ରୀ ଶ୍ରେୟସ ବଡପଣ୍ଡା

ଙ୍କୁ ନୂତନ ଦାୟିତ୍ୱ ଦିଆଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR