ବିକାଶ ମେଳା " ବର୍ଷ ଏକ ଉପଲବ୍ଧି ଅନେକ

Jun 18, 2025 - 20:19
0 34

କଳାହାଣ୍ଡି ଜିଲ୍ଲା ତା ୧୮/୦୬(ଷ୍ଟାରନିୟୁଜ ଓଡିଶା )ରାଜ୍ୟ ତଥା ମୋହନ ସରକାରଙ୍କ ଏକ ବର୍ଷ ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଭବାନୀପାଟଣା ଠାରେ ହେଉଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ଗତକାଲି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ, ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୟା ମୟ ପାଢ଼ୀ, ଏଡିଏମ ଶ୍ରୀ ତନ୍ମୟ ଦରୱାନ, ଧର୍ମଗଡ଼ ବିଡ଼ିଓ, କୋକସରା ବିଡ଼ିଓ ଶ୍ରୀ ସିମାଞ୍ଚଳ ମାଝୀ ପ୍ରମୁଖ ମଞ୍ଚାଶୀନ ରହି ସରକାର ଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ହିତାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User