ବିନ୍ଦୁ ମହାନନ୍ଦ ଙ୍କ କାର୍ଯ୍ୟଶୈଳୀ

Jun 24, 2025 - 21:28
 0  38
ବିନ୍ଦୁ ମହାନନ୍ଦ ଙ୍କ କାର୍ଯ୍ୟଶୈଳୀ

କଳାହାଣ୍ଡି ଜିଲ୍ଲା : ତା-୨୪.୦୬. (ଷ୍ଟାରନିୟୁଜ ଓଡିଶା)
       ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ର ଜନତା ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଧରି ଆଜି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ବାସ ଭବନକୁ ଆସିଥିବାରୁ ସବୁ ସମସ୍ୟା ଶୁଣି ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ଅଧିକାରୀ ମାନଙ୍କ ସହିତ ଫୋନ ଦ୍ୱାରା ଆଲୋଚନା କରି ପ୍ରାୟ ସମସ୍ୟା ର ସମାଧାନ କରିଥିଲେ

What's Your Reaction?

like

dislike

love

funny

angry

sad

wow