ଭବାନିପାଟଣା ବାଇପାସ୍ ଠାରେ ଗୋରୁ ବୋଝେଇ କଣ୍ଟେନର ଜବତ l

Apr 07, 2026 - 04:35
0 25
ଭବାନିପାଟଣା ବାଇପାସ୍ ଠାରେ ଗୋରୁ ବୋଝେଇ କଣ୍ଟେନର ଜବତ l

କଳାହାଣ୍ଡି :୬/୪ ( ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ବାଇପାସ୍ ରାସ୍ତା ରେ ଗୋରୁ ବୋଝେଇ କଣ୍ଟେନର କୁ  ଜବତ। ଭବାନୀପାଟଣା ର କିଛି ସ୍ଥାନୀୟ ଯୁବକ ଅଟକ ରଖି  ସଦରଥାନା ପୋଲିସ କୁ ଜିମା ଦେଇଛନ୍ତି। ଗୋରୁ ବୋଝେଇ କଣ୍ଟେନର ଜୁନାଗଡ଼ ଦେଇ ବାଇପାସ୍ ରାସ୍ତା କ୍ରସ କରୁଥିବା ସମୟରେ ସ୍ଥାନୀୟ ଯୁବକ ମାନେ ସନ୍ଦେହ କରି ଅଟକ ରଖିଥିଲେ। କଣ୍ଟେନର ରେ ୫୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଥିବାବେଳେ,କଣ୍ଟେନର ଡ୍ରାଇଭର,ହେଲପର ସମେତ ଅନ୍ୟ ୨ ଜଣ କୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User