ଭବାନୀପାଟଣା ଠାରେ ଆଦି କର୍ମଯୋଗୀ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ।

Sep 9, 2025 - 22:56
 0  4
ଭବାନୀପାଟଣା ଠାରେ ଆଦି କର୍ମଯୋଗୀ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ।

କଳାହାଣ୍ଡି ଜିଲ୍ଲା  ତା. ୯/୯( ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ଠାରେ ଆଦି କର୍ମଯୋଗୀ ଅଭିଯାନ ତିନି ଦିନିଆ କର୍ମଶାଳା ଆୟୋଜିତ।ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”ର ଅଂଶ ଭାବେ କଳାହାଣ୍ଡି ଜିଲ୍ଲାରେ “ଆଦି କର୍ମଯୋଗୀ ଅଭିଯାନ” ପାଇଁ ୩ ଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି।ଭବାନୀପାଟଣା ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାଓ୍ବାର ପ୍ରକାଶ କରିଥିବାବେଳେ, ଏହି ଅଭିଯାନରେ ଜିଲ୍ଲା ର ୪୨୪ ଗ୍ରାମ କୁ ସାମିଲ କରି ଜନଜାତୀୟ ଗ୍ରାମର ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜିଲ୍ଲା ମଙ୍ଗଳ ଅଧିକାରୀ, ବିଭିନ୍ନ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି।
Byte-ଅର୍ନ୍ତଯାମୀ କହଁର (କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ)
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରି

ପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow