ମହିଳା ସଙ୍ଘ ର ଅଭିଯୋଗ ପରେ ଅବକାରୀ ବିଭାଗ ଚଢ଼ାଉ, ଦେଶୀ ବିଦେଶୀ ମଦ ଜବତ। କୋକସରା,୨୬/୦୫( ଷ୍ଟାର ନିୟୁଜ ଓଡିଶା )

May 26, 2026 - 13:53
0 11
ମହିଳା ସଙ୍ଘ ର ଅଭିଯୋଗ ପରେ ଅବକାରୀ ବିଭାଗ ଚଢ଼ାଉ, ଦେଶୀ ବିଦେଶୀ ମଦ ଜବତ। କୋକସରା,୨୬/୦୫( ଷ୍ଟାର ନିୟୁଜ ଓଡିଶା )

କୋକସରା ଅବକାରୀ ଥାନା ପକ୍ଷରୁ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗ୍ରାମ ର ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ଙ୍କ ମଦ ବିରୋଧୀ ଅଭିଯାନ ନେଇ ଅବକାରୀ ବିଭାଗ କୁ ଅଭିଯୋଗ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅବକାରୀ ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ମହାଜନଗୁଡା ଗ୍ରାମ ର ମନୋହର ସାହୁ ଓ ବଳରାମ ମାଝୀ ଙ୍କ ଘରେ ଚଢ଼ାଉ କରାଯାଇଥିଲା। ଉଭୟ ଙ୍କ ନିକଟରୁ ଦେଶୀ ବିଦେଶୀ ମଦ ଜବତ କରାଯିବା ସହ ଗିରଫ  କରାଯାଇଛି। ଏହି ଚଢ଼ାଉ ରେ ଅବକାରୀ ବିଭାଗର କନେଷ୍ଟବଳ ମହାଦେବ ମାଝୀ,ଖୁସିଦେଵ କଟା ପ୍ରମୁଖ ସାମିଲ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User