ମାଁ ସୁରା ଦେଇ ଫ୍ରେଣ୍ଡ୍ କ୍ଲବ ପକ୍ଷରୁ ଅଜିତ ନାୟକଙ୍କ ବାର୍ଷିକ ଶ୍ରଦ୍ଧାଞ୍ଜଳି ।

Jun 17, 2025 - 20:09
 0  14
ମାଁ ସୁରା ଦେଇ ଫ୍ରେଣ୍ଡ୍ କ୍ଲବ ପକ୍ଷରୁ ଅଜିତ ନାୟକଙ୍କ ବାର୍ଷିକ ଶ୍ରଦ୍ଧାଞ୍ଜଳି ।

ଖଜୁରୀପଡା,୧୭l୬(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ସ୍ଥିତ ସେଛା ସେବୀ ସଂଗଠନ ମାଁ ସୁରା ଦେଇ ଫ୍ରେଣ୍ଡ୍ କ୍ଲବ ପକ୍ଷରୁ କ୍ଲବର ସଦସ୍ୟ ସ୍ୱର୍ଗତ ଅଜିତ୍ ନାୟକଙ୍କ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗୁଣ ଗାନ କରାଯାଇଥିଲା । କ୍ଲବର ଉପସଭାପତି ସୁଧାଂଶୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଲୋକ ପ୍ରଧାନ, ଜଗନ୍ନାଥ ଜାନୀ, ଶୁଶିଲ ବେହେରା, ରବିନ୍ଦ୍ର ବେହେରା,ହରିଶ୍ଚନ୍ଦ୍ର ବେହେରା ଓ ସ୍ୱର୍ଗତ ନାୟକଙ୍କ ପତ୍ନୀ ସବିତା ନାୟକ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow