ମାନବ ସେବା ହି ଈଶ୍ୱର ସେବା ଗୋଲାମୁଣ୍ଡା ବ୍ଲକ ର ଗରିବ ଲୋକଙ୍କ ସହ ସବୁବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ

Jan 30, 2026 - 17:35
0 22
ମାନବ ସେବା ହି ଈଶ୍ୱର ସେବା ଗୋଲାମୁଣ୍ଡା ବ୍ଲକ ର ଗରିବ ଲୋକଙ୍କ ସହ ସବୁବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ


 

କଳାହାଣ୍ଡି ଜିଲ୍ଲା ୩୦/୦୧( ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ଅଧିନ ଚହକା ଗାଁ ର ଚନ୍ଦ୍ରମଣି ବାଗ ଙ୍କ ପୁଅ ସିଦ୍ଧାନ୍ତ ବାଗ ବ- ୧୭ ରକ୍ତ ହୀନତା ରୋଗରେ ଦୀର୍ଘ ଦିନରୁ ପୀଡିତ ଥାଇ ବିଶାଖପାଟନମ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ମୃତ ଦେହ କୁ ନିଜ ଗାଁ କୁ ଆଣିବାରେ ପରିବାର ଅସମର୍ଥ ଥିବାରୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ଯୋଗାଯୋଗ କରି ସହଯୋଗ ମାଗିବାରୁ ତୁରନ୍ତ ଅଧ୍ୟକ୍ଷ ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଶବ ଆଣିଥିଲେ
ଏମିତି ଗରିବ ଲୋକଙ୍କ ମସିହା ପାଲଟିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ  ଗୋଲାମୁଣ୍ଡା ବ୍ଲକ ର ଗରିବ ଲୋକଙ୍କୁ ସେବା କରିବେ ବୋଲି କହିଛନ୍ତି l 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User