ଯେଏମଏଫସି କୋର୍ଟରେ 76ତମ ବନ ମହୋତ୍ସବ ପାଳିତ ।

Jul 02, 2025 - 19:32
0 193
ଯେଏମଏଫସି କୋର୍ଟରେ 76ତମ ବନ ମହୋତ୍ସବ ପାଳିତ ।

ଝରିଗାଁ ,୨l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଯେ ଏମ ଏଫ ସି କୋର୍ଟ ଠାରେ ଆଜି 76ତମ ବନ ମହୋତ୍ସବ ପପାଳିତ ହୋଇଯାଇଛି |ଯେ ଏମ ଏଫ ସି କୋର୍ଟର ପ୍ରଥମ ବିଚାରପତି ଶ୍ରୀମତୀ ସଙ୍ଗମିତ୍ରା ଦ୍ବିବେଦୀଙ୍କ ତତ୍ୱାବଧାନରେ ଚିଫ ଆଡ଼ମିନିଷ୍ଟ୍ରେଟିଭ ଅଫିସର ବୈକୁଣ୍ଠ ମାଝୀ, ହର୍ଷ ନାୟକ, ଲକ୍ଷ୍ମୀଲତା ବରା଼ଲ, ଯମୁନା ସ୍ୱାଇଁ, ଡି ସନ୍ତୋଷୀ ଦୋରା଼, ଚିନ୍ମୟ ନାୟକ, ସରୋଜ କୁମାର ପତି, ଜୟଦେବ ଢାଳି, ଓକିଲ ସଞ୍ଜୟ କୁମାର ନାୟକ, ଚନ୍ଦ୍ରଭାନୁ ନାୟକ, ତମ୍ବୁଦାଶ ପନକା, ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି କୋର୍ଟ ପରିସରରେ ଆମ୍ବ, ପଣସ, ପିଜୁଳି, ଅଁଳା, ଚମ୍ପା ଭଳି ବିଭିନ୍ନ ଫଳ ଜାତୀୟ ଓ ଫୁଲ ଜାତୀୟ ଶତାଧିକ ବୃକ୍ଷ ରୋପଣ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User