ସାଲୁର_ଘାଟିରେ_ଜଳିଗଲା_OSRTC_ବସ୍

Nov 06, 2025 - 15:36
0 21
ସାଲୁର_ଘାଟିରେ_ଜଳିଗଲା_OSRTC_ବସ୍

ସାଲୁର,୬l୧୧ ( ଷ୍ଟାର ନିୟୁଜ ଓଡିଶା ): ଆଜି ଭୋର ସମୟରେ ବିଶାଖାପାଟଣା ମରୁ ଜୟପୁର ଆସୁଥିବା ଏକ OSRTC ଯାତ୍ରୀବାହୀ ବସରେ ସାଲୁର ଘାଟି ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ବସଟି ଘାଟି ରାସ୍ତାରେ ହିଁ ହୁତୁହୁତୁ ହୋଇ ଜଳିଥିଲା । ତେବେ ଏଥିରେ କୌଣସି ବ୍ୟକ୍ତିଙ୍କ ଜୀବନହାନୀ ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

କେସିଙ୍ଗାରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User