ସେବା ମହାନ୍ କାର୍ଯ୍ୟ ।

Nov 05, 2025 - 20:29
0 21
ସେବା ମହାନ୍ କାର୍ଯ୍ୟ ।

ଭବାନୀପାଟଣା.୬l୧୧( ଷ୍ଟାରନିୟୁଜ ଓଡିଶା ): ମୋହନଗିରି ଧବଳେଶ୍ୱର ଶିବ ମନ୍ଦିର ରେ ଥିବା ପଦ୍ମ ପୋଖରୀର ଦଳ ସଫା କରାଯାଇଥିଲା ଯାହାକି ବହୁତ ଦିନରୁ ପୋଖରୀ ର ମନୋରମ ତଥା ଶୋଭାବର୍ଦ୍ଧନରେ ବ୍ୟାଘାତ ସୃଷ୍ଟି କରୁ ଥିଲା,ଏଣୁ ଏହାକୁ ମୂଳତ୍ପାଟନ କରିବା ପାଇଁ ଶ୍ରୀ ମନୋଜ କୁମାର ନାୟକ ଫାଣ୍ଡି ଅଧିକାରୀ ମୋହନଗିରି ଓ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ମନ୍ଦିର ସଭାପତି ଶ୍ରୀ ବୈଦ୍ୟ ନାରାୟଣ ଭୋଇ, ଉପସଭାପତି ଶ୍ରୀ ମଧୁ ସୁଦନ ବିଶ୍ୱାଳ, ଶ୍ରୀ ଶମ୍ଭୁ ପଧାନ,ଭୋଜରାଜ ଭୋଇ,କୁବେର ପଧାନ,ଆଦିତ୍ୟ ସାହୁ ଓ ବବଲୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ ! ଏପରି ମହାନ କାର୍ଯ୍ୟ ତଥା ସାଧୁ ଉଦ୍ୟମ ପାଇଁ ଚିର କୃତଜ୍ଞତା 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User