ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ।

Jul 31, 2025 - 17:37
0 17
ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ।

ଭବାନୀପାଟଣା,୩୧l୭(ଷ୍ଟାର ନିୟୁଜ ଓଡିଶା) :ଭବାନୀପାଟଣା ସହର ଅନ୍ତର୍ଗତ ହିଲ ଟାଉନ ପଶ୍ଚିମ ଦିଗର ଲେନ ନଂ ଏକ ଓ ଦୁଇ ଲେନ କୁ ନେଇ ଗଠିତ ଡେଭଲପମେଣ୍ଟ କମିଟି ର ବୈଠକ ସ୍ଥାନୀୟ ହିଲ୍ ଟାଉନ ରେ ଅନୁଷ୍ଟିତ ହୋଇଯାଇଛି. ଏହି ବୈଠକରେ ସଭାପତି ପ୍ରମୋଦ ପଟନାୟକ ଅଧକ୍ଷତା କରିବା ସହ ନିର୍ବାଚନ ପରିଚାଳନା କରିଥିଲେ. କମିଟି ର ୪୦ ଜଣ ସଦସ୍ଯଙ୍କ ଉପସ୍ଥିତ ରେ ସର୍ବ ସମ୍ମତି ଭାବେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି. ସଭାପତି ଭାବେ ଗଣେଶ ପଟ୍ଟନାୟକ, ଉପ ସଭାପତି ଭବାନୀ ଶଙ୍କର ପରିଛା, ସାଧାରଣ ସମ୍ପାଦକ ଦୁଖିଶ୍ଯାମ ପ୍ରଧାନ, ସହ ସମ୍ପାଦକ କେ ସୁନିଲ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ରଥ, କାର୍ଯ୍ୟ କାରିଣୀ ସଦସ୍ୟ ସୁଜିତ୍ କୁମାର ଦାସ, ଶିବ ପ୍ରସାଦ ପଣ୍ଡା, ଦୂର୍ଗା ପ୍ରସାଦ ରଥ, ବୀରଭଦ୍ର ବାଡତିଆ, ସୁରୁ ନନ୍ଦ, ଅରୁଣ ଭୋଇ. ଉପଦେଷ୍ଟା ମଣ୍ଡଳୀ ରେ ଡକ୍ଟର ଭାରତ ବନ୍ଧୁ ପଣ୍ଡା, ପ୍ରମୋଦ କୁମାର ପଟ୍ଟନାୟକ, ଉମା ଶଙ୍କର ମୁଣ୍ଡ, ରବିନ୍ଦ୍ର ରାଉତ, ସରୋଜ ପାତ୍ର ପ୍ରମୂଖ ଙ୍କୁ ମନୋନୀତ କରାଯାଇଛି. ନୂତନ ସାଧାରଣ ସମ୍ପାଦକ ଦୁଖିଶ୍ଯାମ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User