୧୧ଦିନରେ ପହଞ୍ଚିଲା ସଚେତନ ନାଗରିକ ମଞ୍ଚର ଧାରଣା ସାମିଲ ହେଲା କେସିଙ୍ଗା କନ୍ଧ ସମାଜ

ସିଙ୍ଗା,ତା:୨୮/୬(ଷ୍ଟାରନିୟୁଜ ଓଡିଶା): କେସିଙ୍ଗ ଅଞ୍ଚଳର ବିକାଶ ତଥା ପ୍ରମୁଖ ୧୦ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ଆଜି ୧୧ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ସମର୍ଥନ
ସ୍ପଷ୍ଟୀକରଣ ଆସିନାହିଁ । ଆଉ କେତେଦିନ ଧାରଣା ଚାଲିବା ପରେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଵାନୀପାଟଣା ଉପଜିଲ୍ଲାପାଳ ପାଳ ଆସିଥିଲେ କିନ୍ତୁ ଆଜି
ଦିନତମାମ କନ୍ଧ ସମଜର କେସିଙ୍ଗା ବ୍ଳକ ସଭାପତି ଶେଷଦେବ ମାଝି ଓ କେସିଙ୍ଗା ନଗର ସଭପତି ସଦା ମାଝି, ସଂକୀର୍ତନ ମlଝି, ଧନୁ ଭୋଇ, ମହେନ୍ଦ୍ର ମାଝି, କୃଷ୍ଣ ମାଝି, ଏକାଦଶ ମାଝି, ଭୂଜନ ମାଝି ଓ ମାଧବ, କୃଷ୍ଣ ମାଝୀ, ଧନ କେସିଙ୍ଗା ର ପୂର୍ବତନ କାଉନ ସିଲର ମୋତି କୈବର୍ତ୍ତ , ଇନ୍ଦ୍ର ମାଝି ପ୍ରମୁଖ ଧାରଣରେ ବସିଥିଲେ। ଆନ୍ଦୋଳନକୁ ଦିନ ଯେତିକି ଗଢୁଛି, ସମର୍ଥନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ହେଲେ ସରକାରଙ୍କ ପକ୍ଷରୁ ଆଜିଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ l
ଆଜି ଦିନର ଧlରଣରେ କେସିଙ୍ଗା ବ୍ଳକ ର କନ୍ଧ ସମାଜ ପକ୍ଷରୁ ୯ଜଣ ସଦସ୍ୟ ଆଜି ଆନ୍ଦୋଳନରେ ଯୋଗ ଦେଇଥିଲେ ପ୍ରଶାସନ
ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇସାରିଛି। କଳାହାଣ୍ଡି ଜିଲ୍ଲାପାଳ ଧାରଣା ସ୍ଥଳକୁ ନପହଞ୍ଚିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଖବର ସଂଗ୍ରହରୁ ପ୍ରକାଶ
What's Your Reaction?






