କଳାହାଣ୍ଡି - ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଂଘ ର ବନ୍ଦ ପାଳନ l

May 8, 2026 - 20:58
 0  9
କଳାହାଣ୍ଡି - ଇନ୍ଦ୍ରାବତୀ ମେଗାଲିଫ୍ଟ କୃଷକ ସଂଘ ର ବନ୍ଦ ପାଳନ l

ଭବାନୀପାଟଣା :ତା ୮l୫ (ଷ୍ଟାର ନିୟୁଜ ଓଡ଼ିଶଗା )ରବିଧାନ ବିକ୍ରି ପାଈଁ ପଞ୍ଜିକରଣ ରୁ ବାଦ ପ୍ରତିବାଦ ରେ ଆନ୍ଦୋଳନ l ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଉଛି l ଭବାନୀପାଟଣା -ଜୟପୁର ଜାତୀୟ ରାଜପଥ ୨୬ କୋକସରା ନିକଟରେ ରାସ୍ତା ଅବରୋଧ କରିବା ସାହିତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ବନ୍ଦ କରା ଯାଇଚି l ସୂଚନା ଅନୁଯାଇ କୋକସରା, ଜୟପାଟଣା ଏବଂ ଧର୍ମଗଡ ଅଞ୍ଚଳ ର ୧୮ ହଜାର ୮୮୫ ହେକ୍ଟର ରେ ମେଗାଲିଫ୍ଟ ମଧ୍ୟରେ ଆସିଥିବା କେନାଲ ପାଣିରେ ଚାଷ କରିଥିବା ୧୫ ହଜାର ଚାଷୀ ଙ୍କ ଧାନ ବିକ୍ରି ପାଈଁ ପଞ୍ଜିକରଣ ରୁ ବାଦ ପଡ଼ିଥିବା ଯୋଗୁଁ ପଞ୍ଜିକରଣ ଦାବିରେ ଆନ୍ଦୋଳନ l ଜାତୀୟ ରାଜପଥ ୨୬ ଅବରୋଧ ଫଳରେ ଭବାନୀପାଟଣା -ଜୟପୁର କୋରାପୁର ଗାଡି ଚଲା ଚଳ ସମ୍ପୂର୍ଣ ଠପ ହୋଇଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR