କଳାହାଣ୍ଡି ଜିଲ୍ଲାରେ ଡାଇରିଆ ସଂକ୍ରମଣ ଉପରେ ପ୍ରସ୍ତୁତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।

Jun 20, 2025 - 09:34
0 30
କଳାହାଣ୍ଡି ଜିଲ୍ଲାରେ ଡାଇରିଆ ସଂକ୍ରମଣ ଉପରେ ପ୍ରସ୍ତୁତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।

ଭବାନୀପାଟଣା ତା:(୨୦/୦୬)ସାରା ରାଜ୍ୟ ରେ ଡାଇରିଆ ସଂକ୍ରମଣ ଅଣାୟତ୍ତ ଥିବାବେଳେ କଳାହାଣ୍ଡି ଜିଲ୍ଲା ରେ କୌଣସି ଡାଇରିଆ କେସ ସାମାନା କୁ ଆସିନାହିଁ।ତଥାପି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ, ସଚେତନ କରିବା ସହ ଆମେ ପ୍ରସ୍ତୁତ ରହିଛୁ କହିଛନ୍ତି।ସେହିଭଳି ଯଦି ଦେଖିବା ଜଙ୍ଗଲ ଜାତ ଦ୍ରବ୍ଯ,ମସା କାମୁଡ଼ା ସହ , ନାଲା ପାଣି ସଂକ୍ରମଣ ର ମୁଖ୍ୟ କାରଣ ପାଲଟିଥାଏ। ଜିଲ୍ଲା ର ୩୨%ପ୍ରତିଶତ ଗାଁ ରେ ଆଜି ମଧ୍ୟ ବିଶୁଦ୍ଧ ପାନୀୟ ଜଳ
ବଦଳରେ ନାଲା ର ପାଣି ଭରଷା ,ସେହି ଅଞ୍ଚଳରେ ରେ ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ କେମିତି ରକ୍ଷା ପାଇବେ।

ଭବାନୀପାଟଣା ରୁ ଜିଲ୍ଲା ପ୍ରତିନିଧି ବିଷ୍ନୁଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User