ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ ଙ୍କ ହବ l

May 10, 2025 - 14:59
0 78
ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ ଙ୍କ ହବ l

କଳାହାଣ୍ଡି, ୧୦l ୫(ଷ୍ଟାରନିଉଜ ଓଡିଶା ): ଲାଞ୍ଜିଗଡ଼ ବ୍ଲକ ହାତୀମୁଣ୍ଡା ରେତ ଡେମ ଠାରେ ଦୀର୍ଘ ଦିନ ହେବ ଚାଲିଥିଲା ଚୋରା ହାତ ରନ୍ଧା ମଦ କାରବାର କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକ ଙ୍କ ନେତୃତ୍ୱରେ ବଡ ଧରଣର ଚଢ଼ାଉ କରିଥିବା ବେଳେ ପୁଣି ଆଜି ଖାଇଙ୍ଗ ଗ୍ରାମ ପଛ ପଟେ ଲାଗିରହିଥିବା ଜଙ୍ଗଲ ନାଲା ରେ ମଦ ମାଫିଆଙ୍କ ହବ ଜଙ୍ଗଲ ନାଲା ଠାରେ ଦେଶୀ ମହୁଲି ର କାରବାର ବହୁ ଜୋରସୋର ମଧ୍ୟ୍ୟ ରେ ଚାଲିଥିବା ବେଳେ ଅବକାରୀ ବିଭାଗ ଘଟଣା ସ୍ଥଳରେ iic ହେମକାନ୍ତ ସୁନା oic ତିଳକ ରାମ ନାଏକ ଙ୍କ ସହ ପ୍ରଦ୍ୟୁନ କୁମାର ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ଶାମୁଲ ଆଚାର୍ଯ୍ୟ, କିଶନ ଗଉଡ଼, ମହାଦେବ ମାଝୀ,ରାଜକୁମାରୀ ଶବର ଅବକାରୀ ଟିମ ପହଂଚି ଥିବା ବେଳେ ଅବକାରୀ ବିଭାଗ ଙ୍କୁ ଦେଖି ଘଟଣା ସ୍ଥଳରେ ଚୋରା ଦେଶୀ ମଦ ମାଫିଆ ଫେରାର ମାରିଥିବା ବେଳେ 27 ଗୋଟି ପ୍ଲାଷ୍ଟିକ ଡ୍ରାମ ଠାରେ ମହୁଲ ପୋଚ 27ସହ କେଜି ଓ 220 ସହ ହାତରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User