ଡାବୁଗାଁ ତହସିଲ ରେ ନୂତନ ତହସିଲଦାରଙ୍କ ଯୋଗଦାନ ।

Jun 03, 2025 - 11:21
0 169

ଡାବୁଗାଁ,୩l୫(ଷ୍ଟାର ନିୟୁଜ): ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଗୀତା ମୁର୍ମୁ ସୋମବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ ବାଲେଶ୍ଵର ଜିଲା ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବତନ ତହସିଲଦାର ହରିଓମ ଭୋଇ ତାଲିମ ପାଇଁ ଭୁବନେଶ୍ଵର ଯିବା ପରେ ଉକ୍ତ ପଦବୀ ଖାଲି ପଡିଥିଲା | ବର୍ତ୍ତମାନ ପୂର୍ବତନ ତହସିଲଦାର ହରିଓମ ଭୋଇଙ୍କର ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଭାବେ ନିଯୁକ୍ତି ହୋଇଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User