ନାଳପଡା ସେତୁ କାମ ସରୁନି ବର୍ଷା ଦିନରେ ଲୋକ ହନ୍ତ ସନ୍ତ l

Jul 03, 2025 - 11:22
0 194
ନାଳପଡା ସେତୁ କାମ ସରୁନି ବର୍ଷା ଦିନରେ ଲୋକ ହନ୍ତ ସନ୍ତ l

କନ୍ଧମାଳ ଜିଲ୍ଲା ୩/୦୬ (ଷ୍ଟାରନିୟୁଜ ଓଡିଶା)ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ମାଲିପଡ଼ାର ନାଳପଡ଼ା ଠାରେ ଏକ ଶଙ୍ଖପୋଲ 2015 ମସିହାରେ ନିର୍ମାଣ କରାଯାଉଥିଲା କୌଣସି ଅସୁବିଧାରୁ ଶଙ୍ଖପୋଲ ଅଳ୍ପ କିଛି ପରିମାଣରେ କାମ ହେଲା ପରେ ବନ୍ଦ ହୋଇଗଲା
 ଯାହା ଫଳରେ ବର୍ଷା ମାସରେ ଦୁଇ ନାଲପଡା ବାସିନ୍ଦା ମେଡିକାଲ ବଜାର ଓ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଆସିବା ଅସୁବିଧା ହଉଚି
 ବର୍ଷା ମାସରେ ପ୍ରବଳବର୍ଷା ହେଲେ ନାଳରେ ପ୍ରଚୁର ପରିମାଣରେ ପାଣି ଯାଇଥାଏ 
 ଏବଂ 3000 ହେକ୍ଟର ଜମିର ମାଲିକ ମାନେ ଚାଷ କରିବା ପାଇଁ ହଳ ଲଙ୍ଗଳ  ନେବା ଆଣିବାରେ ଅସୁବିଧା ହଉଚି
 ଶଙ୍ଖପୋଲ ନିର୍ମାଣ ହେଲେ ମାଲିପଡ଼ା ଗ୍ରାମବାସୀ ଓ ଗୁରୁପଡ଼ା ଗ୍ରାମବାସୀ ଲୋକଙ୍କର ଉପକୃତ ହୋଇପାରିବେ
ବିଜେପି ରାଜ୍ୟ କାର୍ଯ୍ୟରରିଣୀ ସଦସ୍ୟ ପଦ୍ମ ଚରଣ ଦାସ 
କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝି
ବାଲିଗୁଡ଼ା ବିଜେପି NAC ସାସଂଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ 
ତୁମୁଡିବନ୍ଧ ବରିଷ୍ଟ ବିଜେପି ନେତା ଶ୍ରୀଚନ୍ଦ୍ର ପରାସେଟ
ତୁମୁଡିବନ୍ଧ ବିଜେପି ଯୁବନେତା ବବ୍ଲୁ ବଡ଼ସେଟ 
ଶଙ୍ଖପୋଲ କରାଯିବା ନିତାନ୍ତ ଆବଶ୍ୟକ ବୋଲି ଏହି ବିଜେପି ନେତା  କହିଛନ୍ତି
ତୁମୁଡିବନ୍ଧାରୁ ସ୍ପେସିଆଲ ରିପୋର୍ଟର  ରଙ୍ଗନାଥ ବଡ଼ସେଠ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User