GPLF ଇସି ମାନଙ୍କ ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୨ ବର୍ଷ ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବାଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର

Sep 8, 2025 - 18:26
 0  31
GPLF ଇସି ମାନଙ୍କ ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୨ ବର୍ଷ ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ  ଜିଲ୍ଲାପାଳ ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବାଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର

ଭବାନୀପାଟଣା ତା.8/୦୯/୨୦୨୫(ଷ୍ଟାର ନିୟୁଜ ଓଡିଶା ) ରିଖ ରେ ଓଡିଶା ଜିବିକା ମିଶନ ଇ ସି ସଂଘ, ସମଗ୍ନ ଭାରତୀୟ ମଜଦୁର ସଂଘ ପକ୍ଷରୁ ଭବାନିପାଟନା ସ୍ଥିତ ଜିଲ୍ଲାପାଳ, କଳାହାଣ୍ଡି ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବାଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର  l ଶକ୍ତି ବିଭାଗ କମିଶନର ଙ୍କ ପକ୍ଷରୁ ଜାରୀ କାରଯାଇଥିବା ଚିଠି NO MS- ICB -CAPA-0004-2022.5229 ରେ ପୁନର୍ଗଠନ ପ୍ରକ୍ରିୟା କୁ ତୁରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଯଛି, ଯାହା ହଜାର ହଜାର କର୍ମ ଯିବି ମହିଳା ଇ ସି କର୍ମୀ ଙ୍କ ସବୁଠୁ ବଡ ଦୁଃଖ ର କାରଣ, ଗତ ଏପ୍ରିଲ ମାସରୁ ଏହି ପ୍ରକ୍ରିୟା କୁ ବନ୍ଦ ରଖ୍ ଥିବା କେବେ ଏବେ ପୁଣୀ ତତ୍ପର ଦେଖାଇ ଛନ୍ତି ସରକାର, ନୂଆ ସରକାର ଆସିବାର ଏକ ବର୍ଷ ମଧ୍ୟରେ, ମହିଳାଙ୍କ ପ୍ରତି ଏ ପ୍ରକାର କଠୋର ନିଷ୍ପରି  କାହିକି ? ପ୍ରକାଶ ଥାଉ କି ! ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୩ ବର୍ଷ କାର୍ଯ୍ୟକାଳ ବୃଦ୍ଧି ପାଇଁ, ଓଡିଶା ଜୀବିକା ମିଶନ ଇ ସି ସଂଘ, ଯାହା ଭାରତୀୟ ମଜଦୂର ସଂଘର ବିଚାର ଧାରା ରେ ଅନୁ ପ୍ରାଣିତ ହୋଇ ଶାନ୍ତି ଆଉ ଶୃଙ୍ଖଳା ର ସହ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରି.ଭାନ୍ସ ରେ ଅନେକ ଥର ସାକ୍ଷାତ୍ ଆଲୋଚନା ରେ ଅଭିଯୋଗ ରଖି ଥୁବା ବେଳେ, ସ୍କୁଟି ରୁଣ ନେଇଥିବା ମହିଳା ମାନଙ୍କ ସ୍କୁଟର ଋଣ ଶୁଝିବା ବାର ଦାୟୀତ୍ଵ ସହ ସମସ୍ତ ଇ ସି କର୍ମୀ ଙ୍କ ଥଇଥାନ ପାଇଁ ନୂଆ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିବା ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ମହୋଦୟା ଜଣେ ମାଆ, ମାଆ ହୋଇ ଆଜି ହଜାର ହଜାର ମାଆ ମାନଙ୍କ ପ୍ରତି ଏ ଅବିଚାର କାହିଁକି, ତାଙ୍କ ପରାମର୍ଶ ସମ୍ମାନ ଦେଇ ଆନ୍ଦୋଳନ ଆଉ ଆଇନ୍ ର ବାଟ ରୁ ଦୁରେଇ ରହିଥିବା ୭୦% ଇସି କର୍ମୀ ଙ୍କୁ ନେଇ ଆମ ସଂଘ ରେ ଥିବା ଇସି ମାନଙ୍କ ଅପରାଧ ଆମ୍ଭେ କୋର୍ଟ ରେ କେଶ୍ କରି ନାହୁଁ କୋର୍ଟ ରେ କେଶ କରିଥିବା ଇ ସି ସଂଘ ଙ୍କୁ ବାଦ ଦେଇ ସମସ୍ତଙ୍କୁ ପୁନର୍ଗଠନ ପ୍ରକ୍ରିୟା ମାଧ୍ୟମରେ ବାହାର କରିବା ପାଇଁ ଜାରି କରାଯାଇ ଥିବା ନିର୍ଦେଶ ମାଳା ପ୍ରକ୍ରିୟାକୁ ବନ୍ଦ ରଖି କାର୍ଯ୍ୟରତ ଇସି କର୍ମୀ ଙ୍କ ପାଇଁ ପୁନର୍ଗଠନ ବିଚାର କରନ୍ତୁ  ସରକାର ଙ୍କ ପାଖରେ ନିବେଦନ ସମୂହ ପୁନର୍ଗଠନ ପ୍ରକ୍ରିୟା କୁ ବନ୍ଦ ରଖି ସମସ୍ତ GPLF ଇ. ସି କର୍ମୀ ଙ୍କୁ ଆଉ ଦୂଇ ବର୍ଷ ପାଇଁ କାର୍ଯ୍ଯ କରିବାର ସୁଯୋଗ ଦିଆଯାଉ । ସ୍କୁଟି ରୁଣ ଶୁଝିବା ନୂଆ ନିଯୁକ୍ତି କ୍ଷେତ୍ର ରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଯାହା ସରକାର ପ୍ରତିଶୁତି ଦେଇଥିଲେ । ସରକାର ମହିଳା ମାନଙ୍କ ଅଗ୍ରଗତି ର ବିକାସ ଦିଗରେ ସର୍ବଦା ବିଚାର ସହ ବିଷୟ ପ୍ରତି ଗୁରୁତ୍ବ ଦେଇ ପୁନର୍ବାର ବିଚାର କରି ସମସ୍ତ ଙ୍କୁ ଆଇ ଦୁଇ ବର୍ଷ କାର୍ଯ୍ୟ କରିବାର ସୂଯୋଗଦେଇ ଏକ ମହାନତା ଇ ଇତିହାସ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l ଏଥିରେ   ନଳିନୀ ମଞ୍ଜରି ବାଗ ସଭାନେତ୍ରୀ, ଓଡିଶା  ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ସଙ୍କଶିନି ପଣ୍ଡା ସମ୍ପାଦୀକା,  ଓଡିଶା  ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ଏବଂ ଅନନ୍ୟା କର୍ମୀ ଲକ୍ଷ୍ମୀ ଭୈସାଲ , ଜୟନ୍ତୀ ମାଝୀ, ପୁଷ୍ପାଞ୍ଜଳି ସା,  କୁମୁଦିନୀ ମାଝୀ, ରୂପା ମାଝୀ, ବିମଳା ଟକରିଆ, ଉପସ୍ଥିତ ଥିଲେ ଓ ଓଡିଶା ଜୀବିକା ମିଶନ ଇ ସି ସଂଘ ସଂଲଗ୍ନ ଭାରତୀୟ ମଜଦୁର ସଂଘ ଜିଲ୍ଲା କମିଟି କଳାହାଣ୍ଡି ସମସ୍ତ କର୍ମୀ ସହଯୋଗ ର ହାତ ବଢେଇଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ  ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR